ETV Bharat / sitara

କାମ ମାଗୁଛନ୍ତି ରାନୁ ମଣ୍ଡଲ

ରାନୁଙ୍କୁ ନେଇ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ଗୀତ ଗାଇ ଲୋକପ୍ରିୟ ହୋଇଥିବା ରାନୁଙ୍କ ପାଖରେ ନାହିଁ ବର୍ତ୍ତମାନ କାମ ।

author img

By

Published : Oct 12, 2020, 9:06 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ରାତାରାତି ଷ୍ଟେସନ ଗାୟିକାରୁ ବଲିଉଡ ପ୍ଲେବ୍ୟାକ ସିଙ୍ଗର ସାଜିଥିବା ରାନୁ ମଣ୍ଡଲଙ୍କ ଜୀବନରେ ପୁଣି ଅନ୍ଧକାର । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ଗାଇ ପପୁଲାର ହୋଇଥିଲେ ସେ । ହେଲେ ଏବେ ପାଖରେ ନାହିଁ କୌଣସି କାମ । ଦୁଃଖରେ କଟୁଛି ତାଙ୍କ ଜୀବନ । କାରଣ କୋରୋନା ସଙ୍କଟ ସାଜିଛି କାଳ। ଯାହା ପାଇଁ ତାଙ୍କୁ କିଛି ମାସରୁ ବଲିଉଡରୁ ମିଳିନାହିଁ କାମ । ନୂଆ ଘର ଛାଡି ମଧ୍ୟ ପୁରୁଣା ଘରକୁ ପଳାଇଛନ୍ତି ସେ ।

ରାନୁଙ୍କ ହାତରେ କାମ ନଥିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କେବେ ପୁଣି କାମ ପାଇ ଟଙ୍କା ଆୟ କରିବେ ତାହା ନେଇ ଆଶା ବାନ୍ଧିଛନ୍ତି । ପ୍ରକାଶ ଥାଉକି ସଙ୍ଗୀତ ନିର୍ଦ୍ଦୈେଶକ ହିମେଶ ରେଶମିଆ ତାଙ୍କ ଫିଲ୍ମରେ ତିନୋଟି ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଯାହା ପରେ ତାଙ୍କୁ ମିଳିଥିଲା ଲୋକପ୍ରିୟତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.