ETV Bharat / sitara

ଭର୍ଚୁଆଲ ସିରିଜ ନେଇ ଫେରିବେ ଆୟୁଷ୍ମାନଙ୍କ ଡ୍ରିମ ଗାର୍ଲ

author img

By

Published : Jun 3, 2020, 12:36 PM IST

କାର୍ତ୍ତିକ ଆର୍ଯ୍ୟନ ପଥ ଅନୁସରଣ କଲେ ନୁସରତ । ଏବେ ନିଜର ଭର୍ଚୁଆଲ ସିରିଜକୁ ନେଇ ସେ ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ସେ ଖୁବଶୀଘ୍ର ଏକ ଭର୍ଚୁଆଲ ସିରିଜ ଆରମ୍ଭ କରିବାକୁ ଯାଉଛନ୍ତି । ଯାହା କୋରୋନା ମହାମାରୀଙ୍କୁ ନେଇ ଆଧାରିତ । ସିରିଜରେ ନୁସରତ ସେହି ଡାକ୍ତରମାନଙ୍କ ସହ ସବୁ ବିଷୟରେ ଆଲୋଚନା କରୁବେ । ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ ଦିନ-ରାତି କୋରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ।

ଏହାକୁ ନେଇ ନୁସରତ କହିଛିନ୍ତି ଯେ ଡାକ୍ତରଙ୍କ ସହ କଥାବାର୍ତ୍ତା କରି ସେ ଜଣାଇବାକୁ ଚାହୁଁଛନ୍ତି ଯେ ସେମାନେ ଏକୁଟିଆ ନାହାଁନ୍ତି ପୁରା ଦେଶ ତାଙ୍କ ସହ ଅଛି । ଡାକ୍ତରମାନେ ନିଜ ଜୀବନ ବିଷୟରେ ନଭାବି ଆମେ ଜୀବନ ବଞ୍ଚାଉଥିବାରୁ ସେ ତାଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛନ୍ତି ।

‘ଆମେ ସେମାନଙ୍କୁ ଖୁସି କରିବା ପାଇଁ ଅଳ୍ପ କିଛି କରିପାରିବା ଏବଂ ବାକି ସବୁ ସେମାନଙ୍କ ଉପରେ । ମୁଁ ସବୁବେଳେ ସେମାନଙ୍କ ସହିତ ଠିଆ ହେବି ଏବଂ ସେମାନେ ଚାହୁଁଥିବା ସମସ୍ତ ବିଷୟ ଉପରେ ଆଲୋଚନା କରିବି । ମୁଁ ତାଙ୍କୁ ଏହି ସମୟରେ ଭଲ ଅନୁଭବ କରିବାକୁ ଚାହୁଁଛି ଏବଂ ତାଙ୍କୁ ଏହି ସବୁ ଜିନିଷରୁ ଟିକେ ବିରତି ଦେବାକୁ ଚାହୁଁଛି’ ବୋଲି କହିଛନ୍ତି ନୁସରତ ।

ପ୍ରକାଶ ଥାଉକି ନୁସରତ ଖୁବଶୀଘ୍ର ରାଜକୁମାର ରାଓଙ୍କ ସହ ଫିଲ୍ମ ‘ଛଲାଙ୍ଗ’ରେ ନଜର ଆସିବେ । ଏହାବ୍ୟତୀତ ନିକଟରେ ସେ ଏକ ମରାଠୀ ହରରର ଫିଲ୍ମର ହିନ୍ଦୀ ରିମେକ ‘ଛୋରି’ରେ ଅଭିନୟ କରିବାକୁ ଘୋଷଣା କରିଥିଲେ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ ।

ଇଟିଭି ଭାରତ, ବ୍ୟୁରୋ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.