ETV Bharat / sitara

ବିଚ୍‌ରେ ଛୁଟି କାଟିଲେ ଲଭବାର୍ଡ୍ସ ଦିଶା ଟାଇଗର

author img

By

Published : Dec 28, 2021, 4:21 PM IST

କାମରୁ କିଛି ଦିନ ବିରତି ନେଇ ବିଚ୍‌ରେ ଛୁଟି କାଟିଲେ ଆକ୍ଟର ଦିଶା ପଟାନି ଓ ଟାଇଗର ଶ୍ରଫ । ଅଧିକ ପଢନ୍ତୁ

ବିଚ୍‌ରେ ଛୁଟି କାଟିଲେ ଲଭବାର୍ଡ୍ସ ଦିଶା ଟାଇଗର
ବିଚ୍‌ରେ ଛୁଟି କାଟିଲେ ଲଭବାର୍ଡ୍ସ ଦିଶା ଟାଇଗର

ହାଇଦ୍ରାବାଦ: ବଲିଉଡ଼ ଆକ୍ଟର ଟାଇଗର ଶ୍ରଫ ଓ ଦିଶା ପଟାନି ଉଭୟ ସମୁଦ୍ରକୂଳରେ ଛୁଟି କାଟୁଥିବା ନଜର ଆସିଛନ୍ତି । ଏହି ଲଭବାର୍ଡ୍ସ ଏଯାବତ୍‌ ନିଜ ରିଲେସନସିପରେ ଥିବା ନେଇ ସ୍ପଷ୍ଟ କରିନଥିବାବେଳେ ସୋସିଆଲ ମିଡ଼ିଆରେ ଉଭୟ ଅନେକ ଭିଡି଼ଓ ଓ ଫଟୋ ସେୟାର କରିଥାନ୍ତି ।

ଦିଶା ନିକଟରେ ଫିଲ୍ମ 'Yodha'ର ସୁଟିଂକୁ ଶେଷ କରିଛନ୍ତି । ସୁଟିଂ ଶେଷ କରିବା ପରେ ଦିଶା ବିଚ୍‌ରେ ଯାଇ ଛୁଟି କାଟୁଥିବା ନଜର ଆସିଛନ୍ତି । ଏହି ହଟ୍‌ ଆକ୍ଟର ସୋସିଆଲ ମିଡ଼ିଆରେ କିଛି ଭିଡ଼ିଓ ଓ ଫଟୋ ସେୟାର କରି ନିଜ ଖାଲି ସମୟ ଅତିବାହିତ ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ସମୁଦ୍ରକୂଳରୁ ଦିଶା ଏକ ଆକର୍ଷଣୀୟ ଫଟୋକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଏହାସହିତ କିଛି ଭିଡ଼ିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଦିଶା ।

ଏହା ବି ପଢନ୍ତୁ: YearEnder 2021: ବଲିଉଡ ଡାଏରୀରେ ବିବାଦୀୟ ଫର୍ଦ୍ଦ, ଫସିଲେ ଆର୍ଯ୍ୟନ-କୁନ୍ଦ୍ରାଙ୍କ ଖେଳ ଖତମ୍ !

ଏହାରି ମଧ୍ୟରେ ଟାଇଗର ମଧ୍ୟ ନିଜ ସୋସିଆଲ ମିଡ଼ିଆରେ ସମୁଦ୍ରକୂଳରେ ଛୁଟି କାଟୁଥିବାର ଏକ ସ୍ଲୋ-ମୋଶନ ଭିଡ଼ିଓ ସେୟାର କରିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ଆକ୍ଟର ଏକ ଫିସ ଇମୋଟିକନ ଦେଇଛନ୍ତି । ଉଭୟଙ୍କ କାମ ସମ୍ପର୍କରେ ଆଲୋଚନା କଲେ ଟାଇଗର ନିଜର ଆଗାମୀ ଫିଲ୍ମ 'Ganapath'ର ସୁଟିଂକୁ ୟୁକେରେ ଶେଷ କରିଛନ୍ତି । ଏଥିରେ ତାଙ୍କ ବିପକ୍ଷରେ କ୍ରୀତି ସାନନ ନଜର ଆସିବେ । ସେପଟେ ଦିଶା ମଧ୍ୟ ଆଗକୁ Ek Villain Returns ଓ ମଲଙ୍ଗ ୨ ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.