ETV Bharat / sitara

ଏକାଠି ବଦନାମ ହେବେ ପ୍ରଭୁଦେବା ଓ ସଲମାନ!

'ଦବଙ୍ଗ' ସିରିଜର ତୃତୀୟ ଫିଲ୍ମ 'ଦବଙ୍ଗ 3'ର ସୁଟିଂରେ ଲାଗିଛନ୍ତି ଷ୍ଟାର କାଷ୍ଟ । ଫିଲ୍ମର ଆଇଟମ ନମ୍ବର ଗୀତ ମୁନ୍ନା ବଦନାମ ହୁଆରେ ନଜର ଆସିବେ ସଲମାନ ଓ ପ୍ରଭୁଦେବା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭୁଦେବା
author img

By

Published : Jul 24, 2019, 2:13 PM IST

ମୁମ୍ବାଇ: ସଲମାନ ଖାନ, ଚୁଲବୁଲ ପାଣ୍ଡେ ଭୂମିକାରେ ଦର୍ଶକଙ୍କୁ ଏଣ୍ଟରଟେନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ନିଜର ଆଗାମୀ ଫିଲ୍ମ 'ଦବଙ୍ଗ 3' ଜରିଆରେ । 'ଦବଙ୍ଗ' ସିରିଜର ପୂର୍ବ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଶାନଦାର କଲେକ୍ସନ କରିବା ସହ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା । ଯେବେ ଠାରୁ ଏହି ସିରିଜର ତୃତୀୟ ଫିଲ୍ମ 'ଦବଙ୍ଗ 3'ର ଘୋଷଣା ହୋଇଛି ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢିଯାଇଛି । ସୋନାକ୍ଷୀ ସିହ୍ନା ଓ ଚୁଲବୁଲ ପାଣ୍ଡେଙ୍କ କ୍ୟୁଟ କେମେଷ୍ଟ୍ରି ଦେଖିବାକୁ ବ୍ୟାକୁଳ ଥିବା ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ଫିଲ୍ମଟି ପୂର୍ବରୁ ହିଁ ନିଜ ଆଇଟମ 'ମୁନ୍ନା ବଦନାମ ହୁଆ' ଘୋଷଣା କରି ଚର୍ଚ୍ଚାରେ । ଏବେ ଏହି ଗୀତରେ ଡବଲ ତଡକା ଦେଖିବାକୁ ପାଇବେ ଦର୍ଶକ । ଆଜ୍ଞା ହଁ, ସଲମାନ ଓ ଲଭରାତ୍ରୀ ଅଭିନେତ୍ରୀ ୱାରିନା ହୁସୈନଙ୍କ ଏହି ଆଇଟମ ଗୀତରେ ନଜର ଆସିବେ ଫିଲ୍ମ ନିର୍ଦ୍ଦେଶକ ପ୍ରଭୁଦେବା । ସବୁଠାରୁ ମଜାଦାର କଥା ହେଲା କି ଏଥର ମୁନ୍ନି ନୁହେଁ ମୁନ୍ନା ବଦନାମ ହେବ ।

ସବୁଥର ପରି ଏଥର ମଧ୍ୟ ଫିଲ୍ମର ଆଇଟମ ଗୀତରେ ସଲମାନ ଭିନ୍ନ ଡାନ୍ସ ଅନ୍ଦାଜରେ ଦେଖାଯିବେ । ପୁଣି ବେଲ୍ଟ ଡାନ୍ସ ସହ ସଲମାନ ଆଉ କିଛି ମଜାଦାର ଡାନ୍ସ ମଧ୍ୟ ଆପଣାଇଛନ୍ତି ଏହି ଗୀତ ପାଇଁ । ଅନ୍ୟପଟେ ୱାରିନା ମଧ୍ୟ ନିଜ ସେକ୍ସୀ ଅନ୍ଦାଜରେ ଦର୍ଶକଙ୍କୁ ଘାଇଲା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ପ୍ରକାଶ ଥାଉକି ଏଥର ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ପ୍ରଭୁଦେବା ତୁଲାଉଛନ୍ତି । ଫିଲ୍ମକୁ ଏବର୍ଷ ଡିସେମ୍ବର 20ରେ ରିଲିଜ କରିବେ ବୋଲି ଯୋଜନା କରିଛନ୍ତି ମେକର୍ସ ।

New Delhi, July 24 (ANI): President Ram Nath Kovind attended a cultural event "Divya Kala Shakti: Witnessing Ability in Disability" in New Delhi yesterday. The event was organised by Ministry of Social Justice and Empowerment. The programme was anchored by 3 youths with visual impairments disabilities. The Vice President and Chairman, RajyaSabha Shri M. Venkaiah Naidu, the Prime Minister Shri Narendra Modi, the Speaker, LokSabha Shri Om Birla were the Guests of Honour. After the event, PM Modi interacted with divyang children.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.