ମୁମ୍ବାଇ: କିଛି ଦିନ ହେବ ବି-ଟାଉନର କୁଇନ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ଅନେକ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଆସୁଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସେ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଭଳି ଅଭିଯୋଗ ଲଗାଇଛନ୍ତି। ସେ ନିକଟରେ ତାପସୀ ପନ୍ନୁ ଓ ସ୍ବରା ଭାସ୍କରଙ୍କୁ ବି ଗ୍ରେଡ ଅଭିନେତ୍ରୀ କହିଥିଲେ । ଯାହାର ଜବାବ ମଧ୍ୟ ଏହି ଦୁଇ ଅଭିନେତ୍ରୀ ତାଙ୍କୁ ଦେଇସାରିଛନ୍ତି । ହେଲେ ଏବେ ଫେମସ ନିର୍ମାତା ଅନୁରାଗ କଶ୍ୟପ ତାଙ୍କର କଡା କ୍ଲାସ ନେଇ ଚର୍ଚ୍ଚାରେ ।
ସେ ଟ୍ବିଟରରେ କଙ୍ଗନାଙ୍କୁ ଟାର୍ଗେଟ କରି ଅନେକ କଥା କହିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘କାଲି କଙ୍ଗନାଙ୍କ ସାକ୍ଷାତକାର ଦେଖିଲି । ସେ ପୂର୍ବରୁ ମୋର ଭଲ ବନ୍ଧୁ ଥିଲେ । ମୋ ସବୁ ଫିଲ୍ମରେ ସେ ମୋ ସାହାସ ବଢାଉଥିଲେ । ହେଲେ ଏହି ନୂଆ କଙ୍ଗନାଙ୍କୁ ମୁଁ ଜାଣିନାହିଁ । ଆଉ ଏବେ ତାଙ୍କର ଏହି ଭୟାନକ ସାକ୍ଷାତକାର ଦେଖିଲି ଯାହା ମଣିକର୍ଣ୍ଣିକା ରିଲିଜର ଠିକ୍ ପରେ ସେ ଦେଇଥିଲେ।’
-
कल कंगना का interview देखा। एक समय में मेरी बहुत अच्छी दोस्त हुआ करती थी। मेरी हर फ़िल्म पे आके मेरा हौसला भी बढ़ाती थी। लेकिन इस नयी कंगना को मैं नहीं जानता। और अभी उसका यह डरावना इंटर्व्यू भी देखा जो मणिकर्णिका की रिलीज़ के बिलकुल बाद का है https://t.co/sl55GsO9v5
— Anurag Kashyap (@anuragkashyap72) July 20, 2020 " class="align-text-top noRightClick twitterSection" data="
">कल कंगना का interview देखा। एक समय में मेरी बहुत अच्छी दोस्त हुआ करती थी। मेरी हर फ़िल्म पे आके मेरा हौसला भी बढ़ाती थी। लेकिन इस नयी कंगना को मैं नहीं जानता। और अभी उसका यह डरावना इंटर्व्यू भी देखा जो मणिकर्णिका की रिलीज़ के बिलकुल बाद का है https://t.co/sl55GsO9v5
— Anurag Kashyap (@anuragkashyap72) July 20, 2020कल कंगना का interview देखा। एक समय में मेरी बहुत अच्छी दोस्त हुआ करती थी। मेरी हर फ़िल्म पे आके मेरा हौसला भी बढ़ाती थी। लेकिन इस नयी कंगना को मैं नहीं जानता। और अभी उसका यह डरावना इंटर्व्यू भी देखा जो मणिकर्णिका की रिलीज़ के बिलकुल बाद का है https://t.co/sl55GsO9v5
— Anurag Kashyap (@anuragkashyap72) July 20, 2020
କଙ୍ଗନାଙ୍କ ଉପରେ କ୍ରୋଧିତ ଥିବା ଅନୁରାଗ ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘ଏବେ ଆପଣ ବହୁତ କଥା କହିଲେଣି। କେହି ଆପଣଙ୍କୁ କିଛି କୁହନ୍ତୁ ନକୁହନ୍ତୁ ହେଲେ ମୁଁ କହିବି । ଏବେ ସବୁ ବନ୍ଦ କର। ତୁମେ ଯାହା କରୁଛ କାହାରିକୁ ଦେଖାଯାଉନାହିଁ କି। ତୁମକୁ ପରିବାର ଲୋକେ, ବନ୍ଧୁବାନ୍ଧବ କେହି କିଛି କହୁନାହାଁନ୍ତି । ମୁଁ ଆଉ କିଛି କହିପାରିବି ନାହିଁ । ମତେ ଯାହା କହିବାର ଥିଲା କହିଦେଲି। ତୁମ ଇଚ୍ଛା ଯେତେ ହେଉଛି ମତେ ଗାଳି ଦେବାକୁ ଦିଅ।’
-
उसे कंगना को आइना ना दिखा के और उसे सर पे चढ़ा के, आप उसी को खतम कर रहें हैं । मुझे और कुछ नहीं कहना है। क्या बकवास कर रही है ? और कुछ भी बेसिरपैर बोल रही है। इन सब का अंत यहीं होगा । और चूँकि मैं उसे बहुत मानता हूँ और यह कंगना मुझसे बर्दाश्त नहीं हो रही है। बाक़ी बोलें ना बोलें
— Anurag Kashyap (@anuragkashyap72) July 20, 2020 " class="align-text-top noRightClick twitterSection" data="
">उसे कंगना को आइना ना दिखा के और उसे सर पे चढ़ा के, आप उसी को खतम कर रहें हैं । मुझे और कुछ नहीं कहना है। क्या बकवास कर रही है ? और कुछ भी बेसिरपैर बोल रही है। इन सब का अंत यहीं होगा । और चूँकि मैं उसे बहुत मानता हूँ और यह कंगना मुझसे बर्दाश्त नहीं हो रही है। बाक़ी बोलें ना बोलें
— Anurag Kashyap (@anuragkashyap72) July 20, 2020उसे कंगना को आइना ना दिखा के और उसे सर पे चढ़ा के, आप उसी को खतम कर रहें हैं । मुझे और कुछ नहीं कहना है। क्या बकवास कर रही है ? और कुछ भी बेसिरपैर बोल रही है। इन सब का अंत यहीं होगा । और चूँकि मैं उसे बहुत मानता हूँ और यह कंगना मुझसे बर्दाश्त नहीं हो रही है। बाक़ी बोलें ना बोलें
— Anurag Kashyap (@anuragkashyap72) July 20, 2020
ପ୍ରକାଶ ଥାଉକି ଏହାସହ ଅନୁରାଗ ଖୁଲାସା କରିଛନ୍ତି ଯେ ସେ ଗତ 1 ବର୍ଷରୁ କଙ୍ଗନାଙ୍କୁ ଆଉ ପର୍ସନାଲ ମେସେଜ ମଧ୍ୟ କରୁନାହାଁନ୍ତି । କାରଣ ସେ ପୂର୍ବରୁ କରୁଥିବା ମେସେଜକୁ କଙ୍ଗନା ସବୁକୁ ଟ୍ବିଟରରେ ସେୟାର କରିଦେଇଥିଲେ । ଯେଉଁଥିରେ ସେ କ୍ରୋଧିତ ହୋଇ ତାଙ୍କୁ ମେସେଜ କରିବା ବନ୍ଦ କରିଦେଇଥିଲେ।