ETV Bharat / sitara

ଫେରିବେ ଖିଲାଡି, ‘ଭୁଲ ଭୁଲୈୟା’ର 2ରେ ଅକ୍ଷୟ-କାର୍ତ୍ତିକ ଯୋଡି

author img

By

Published : Aug 31, 2019, 2:36 AM IST

‘ଭୁଲ ଭୁଲୈୟା’ର ସିକ୍ବେଲକୁ ନେଇ ନିର୍ଦ୍ଦେଶକଙ୍କ ବଡ ଖୁଲାସା । ଏହି ଫିଲ୍ମରେ ପୁଣି ଅକ୍ଷୟଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ ।

ଡିଜାଇନ ଫଟୋ

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ 2007ରେ ଆସିଥିବା ହିଟ୍ ଫିଲ୍ମ ‘ଭୁଲ ଭୁଲୈୟା’ର ସିକ୍ବେଲ ଫିଲ୍ମ ଖୁବଶିଘ୍ର ଆସିବାକୁ ଯାଉଛି । ଯେଉଁଥିରେ ଅକ୍ଷୟଙ୍କ ସ୍ଥାନରେ ନଜର ଆସିବେ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନ । ଇତିମଧ୍ୟରେ ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଥିବା ଅନୀସ ବଜମୀ ଘୋଷଣା କରିଛନ୍ତି କି ଅକ୍ଷୟ ମଧ୍ୟ ଫିଲ୍ମରେ ସ୍ପେଶାଲ ରୋଲରେ ଅଭିନୟ କରିବେ ।

ଲେଖକ ଫରହାଦ ସାମଜି ଓ ଆକାଶ କୌଶିକ ଫିଲ୍ମରେ ଅକ୍ଷୟଙ୍କୁ ସୁହାଇବା ଭଳି ଭୂମିକାର ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଦେଇଛନ୍ତି । ଅନୀସ ଏକ ସାକ୍ଷାତକାରରେ କହିଥିଲେ କି ଅକ୍ଷୟଙ୍କୁ ‘ଭୁଲ ଭୁଲୈୟା’ର ସିକ୍ବେଲରେ ଦେଖିବାକୁ ନେଇ ସେ ଖୁସି ଅଛନ୍ତି । ତାଙ୍କ ସହ ସେ 2008 ଫିଲ୍ମ ‘ସିଙ୍ଗ ଇଜ କିଙ୍ଗ’ ଏବଂ 2007 ‘ୱେଲକମ’ରେ କାମ କରିସାରିଛନ୍ତି ।

ଏଯାବତ ‘ଭୁଲ ଭୁଲୈୟା’ର ସିକ୍ବେଲର ସ୍କ୍ରିପ୍ଟ ଲେଖା ଶେଷ ହୋଇନାହିଁ । କିନ୍ତୁ ଆମେ ଚେଷ୍ଟା କରୁଛି ଅକ୍ଷୟଙ୍କୁ ଫିଟ୍ ରୋଲ ଦେବା ଭଳି କାହାଣୀ ଲେଖିବୁ । ସେ ଆଶା କରୁଛନ୍ତି କି ସ୍କ୍ରିପ୍ଟ ଅକ୍ଷୟଙ୍କୁ ପସନ୍ଦ ଆସିବା ସହ ଫିଲ୍ମରେ ଅଭିୟନ କରିବାକୁ ସେ ରାଜି ହେବେ ।

ଅନ୍ୟପଟେ କାର୍ତ୍ତିକ ମଧ୍ୟ ଅକ୍ଷୟଙ୍କ ସହ କାମ କରିବାକୁ ନେଇ ଏବେ ଠାରୁ ଉତ୍ସାହିତ । ଆସନ୍ତା ଡିସେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ଆଉ ସେ ହରର କମେଡି ଫିଲ୍ମର ଷ୍ଟାଇଲ ବୁଝିବାକୁ ଏବେ ଠାରୁ ଚେଷ୍ଟା କରୁଛନ୍ତି । କାରଣ ତାଙ୍କ କ୍ୟାରିୟରରେ ଏହା ପ୍ରଥମ ହରର କମେଡି ଫିଲ୍ମ ।

ପ୍ରକାଶ ଥାଉକି ‘ଭୁଲ ଭୁଲୈୟା’ର ସିକ୍ବେଲରୁ କାର୍ତ୍ତିକଙ୍କ ଫାଷ୍ଟ ଲୁକ ପୋଷ୍ଟର ନିକଟରେ ଜାରି କରିଥିଲେ ମେକର୍ସ । ଅକ୍ଷୟଙ୍କ ଅବିକଳ ଅବତାରରେ ନଜର ଆସିଥିଲେ କାର୍ତ୍ତିକ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.