ETV Bharat / sitara

ଶେଷ ହେଲା ‘ରାମାୟଣ’: ଅପିଲ କଲେ ରାମ-ସୀତା - ଦୀପିକା ଚିଲଖିୟାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଗତ କାଲି ଶେଷ ହୋଇଯାଇଛି ଚର୍ଚ୍ଚିତ ଧରାବାହିକ ‘ରାମାୟଣ’ । ଏହାକୁ ଆଧାରକୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଅପିଲ କଲେ ରାମ-ସୀତ।

dipika chikhlia
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ଚିଖଲିୟା
author img

By

Published : Apr 19, 2020, 5:31 PM IST

ମୁମ୍ବାଇ: 33 ବର୍ଷ ପୂର୍ବେ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ନିର୍ମାଣ କରିଥିଲେ। ଯାହାର ପୁନଃ ପ୍ରସାରଣ ଲକଡାଉନ ସମୟରେ ଦୂରଦର୍ଶନରେ କରାଯାଇଥିଲା। ରାବଣ ବଧ ସହ ଶନିବାର ଏହାର ଶେଷ ଏପିସୋଡ ଦେଖିଥିଲେ ଦର୍ଶକ। ଶେଷ ଏପିସୋଡ ପ୍ରସାରଣ ପରେ ଧାରାବାହିକର ରାମ ଓ ସୀତା ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅରୁଣ ଗୋଭିଲ

ରାମ ଭୂମିକାରେ ଅଭିନୟ କରି ଅରୁଣ ଗୋଭିଲ ଓ ସୀତା ଭୂମିକାରେ ଦୀପିକା ଚିଖଲିୟା ହଜାର ହଜାର ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲେ। ଦୀପିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଏହା କେବେ ଶେଷ ହେବ ନାହିଁ। ଏହା ଆପଣଙ୍କୁ ଜୀବନ ବଞ୍ଚିବାର ଉପାୟ ଶିଖାଇଛି। ଜୀବନ ଏମିତି ହିଁ ଆଗକୁ ବଢିଚାଲିଥିବ। ଘରେ ରହି ସୁରକ୍ଷିତ ରୁହନ୍ତୁ।’

ସେହିପରି ଅରୁଣ ଟ୍ବିଟ କରି ଲେଖିଛନ୍ତି, ‘ରାମାୟଣ ଏକ ମହାଗାଥା, ମହାକାବ୍ୟ। ଏଥିରୁ ଶିଖିଥିବା ଶିକ୍ଷା ଜୀବନରେ ବ୍ୟବହାର କରନ୍ତୁ। ସଂକଳ୍ପ ଓ ମର୍ଯ୍ୟଦା ସହ। କୋରୋନା ଭାଇରସ ବିରୋଧ ଲଢେଇ ଜିତିକି ଏହାକୁ ଆରମ୍ଭ କରନ୍ତୁ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.