ETV Bharat / sitara

ପିଏମ ମୋଦିଙ୍କ ଲକଡାଉନ ନିଷ୍ପତ୍ତିକୁ ଟ୍ରାଜେଡି କିଙ୍ଗଙ୍କ ସମର୍ଥନ - ଅଭିନେତା ଦିଲୀପ କୁମାରଙ୍କ ନୂଆ ଟ୍ବିଟ ଭାଇରାଲ

ଅନେକ କଳାକାରଙ୍କ ପରେ ଏବେ ଲକାଡାଉନ ନିଷ୍ପତ୍ତି ଉପରେ ଟ୍ବିଟ କରିଛନ୍ତି ଅଭିନେତା ଦିଲୀପ କୁମାର । ଏହାସହ ସେ ପୁଣିଥରେ ଫ୍ୟାନ୍ସଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ।

dilip kumar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Mar 25, 2020, 2:13 PM IST

ମୁମ୍ବାଇ: ଭାରତରେ କୋରୋନା ଭାଇରସରେ ବଢୁଥିବା ମାମଲା ଦେଖି ମଙ୍ଗଳବାର ପିଏମ ମୋଦି 21 ଦିନ ପର୍ଯ୍ୟନ୍ତ ପୁରା ଦେଶକୁ ଲକଡାଉନ କରିବାକୁ ଘୋଷଣା କରିଥିଲେ । ଯାହାର ପ୍ରଶଂସା କରିଛନ୍ତି ଅନେକ ସେଲିବ୍ରିଟି । ଇତିମଧ୍ୟରେ ବିଶିଷ୍ଟ ଅଭିନେତା ଦିଲୀପ କୁମାର ତାଙ୍କ ଏହି ନିଷ୍ପତ୍ତିକୁ ସପୋର୍ଟ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ସେ ଟ୍ବିଟ କରି ଲେଖିଛନ୍ତି, ‘ଦୱା ବି, ଦୁଆ ଭି, ପହଲେ କୁଛ ଫାସଲା ଭି, ୱୋ କରୀମ ହେ ରହୀମ ହେ, ଔର ୱହି ମୁସଲିମ କୁଶା ଭି, ମେରୀ ଆପ ସଭି ଲୋଗୋଂ ସେ ଅପିଲ ହେ କି ଘର ପର ରହେଁ । କୋରୋନା ଭାଇରସ ଲକଡାଉନ କା ପାଲନ କରେ ।’

ପ୍ରକାଶ ଥାଉକି ଏହା ପୂର୍ବରୁ ମଧ୍ୟ ଦିଲୀପ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବା ପାଇଁ ଅପିଲ କରିସାରିଛନ୍ତି । ଦିଲୀପଙ୍କ ବ୍ୟତୀତ ଅଭିନେତ୍ରୀ, ଅନୁଷ୍କା ଶର୍ମା, ଅନିଲ କପୁର, ମହେଶ ଭଟ୍ଟ, ତାପସୀ ପନ୍ନୁ, ଅମିତାଭ ବଚ୍ଚନ, ସିଦ୍ଧାର୍ଥ ଶୁକ୍ଲା ଭଳି କଳାକାର ଏହାର ସମର୍ଥନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.