ETV Bharat / sitara

ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚଲେ ଦିଆ, ଫଟୋ ଭାଇରାଲ - dia-mirza clinic-photo-viral

ମୁମ୍ବାଇର ଏକ କ୍ଲିନିକ ବାହାରେ ନଜର ଆସିଛନ୍ତି ଦିଆ । ଯାହାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

dia-mirza-spotted-in-mumbai-at-out-side-doctor-clinic-photo-goes-viral-on-social-media
ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚଲେ ଦିଆ, ଫଟୋ ଭାଇରାଲ
author img

By

Published : Apr 24, 2021, 6:29 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଖୁବ୍ ଶୀଘ୍ର ମା' ହେବାକୁ ଯାଉଛନ୍ତି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ଯାହାକୁ ନେଇ ଆଜିକାଲି ସେ ତାଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେଉଛନ୍ତି ।

dia-mirza-spotted-in-mumbai-at-out-side-doctor-clinic-photo-goes-viral-on-social-media
ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚଲେ ଦିଆ, ଫଟୋ ଭାଇରାଲ

ନିକଟରେ ଦିଆ ତାଙ୍କର ଏକ ଫଟୋ ସହିତ ନିଜର ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ । ଏହି ଖବର ଶୁଣିବା ମାତ୍ରେ ତାରକା ଏବଂ ପ୍ରଶଂସକମାନେ ତାଙ୍କୁ ବହୁ ଅଭିନନ୍ଦନ ଜଣାଇଥିଲେ ।

ଏହି ସମୟରେ ଦିଆ ମୁମ୍ବାଇର ଏକ କ୍ଲିନିକ ବାହାରେ ନଜର ଆସିଛନ୍ତି । ଯାହାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଏହି ଫଟୋଗୁଡ଼ିକରେ, ଆପଣ ଦେଖିପାରିବେ ଯେ, ଦିଆ ଗ୍ରେ ସର୍ଟ କୁର୍ତ୍ତୀ ଏବଂ କଳା ଲେଗିଙ୍ଗ୍ସ ସହ ଧଳା ରଙ୍ଗର ମାସ୍କ ପିନ୍ଧିଥିଲେ । ଏଥିସହିତ, ଫଟୋରେ ଦିଆଙ୍କ ବେବି ବମ୍ପ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ।

ପ୍ରକାଶ ଥାଉ ଯେ, ବୈଭବଙ୍କ ପୂର୍ବରୁ ଦିଆ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ । କିନ୍ତୁ 11 ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। 2019ରେ ସୋସିଆଲ ମିଡିଆରେ ଦିଆ ସାହିଲଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.