ETV Bharat / sitara

ଋଷି କପୁରଙ୍କୁ ଭେଟିଲେ ଦୀପିକା - rishi kapoor

ମେଟ ଗାଲାରେ ଯୋଗ ଦେବାକୁ ଯାଇଥିବା ଦୀପିକା ପାଦୁକୋନ ଏକ୍ସବୟଫ୍ରେଣ୍ଡ ରଣବୀର କପୁରଙ୍କ ପିତା ମାତା ତଥା ଋଷି କପୁର ଓ ନିତୁ ସିଂକୁ ଦେଖା କରିଛନ୍ତି । ଏହାର ଏକ ଫଟୋ ସେୟାର କରିଛନ୍ତି ନିଜେ ନିତୁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 13, 2019, 10:12 AM IST

Updated : May 13, 2019, 10:24 AM IST

ହାଇଦ୍ରାବାଦ: ମେଟ ଗାଲାରେ ଯୋଗ ଦେବାକୁ ନ୍ୟୁୟର୍କ ଯାଇଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ । ତେବେ ନିଜ ବ୍ୟସ୍ତ ଜୀବନରୁ ସମୟ ବାହାର କରି ଋଷି କପୁରଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ ଦୀପିକା ପାଦୁକୋନ । ଏହି ସମୟର ଏକ ଫଟୋ ସେୟାର କରିଛନ୍ତି ଋଷିଙ୍କ ପତ୍ନୀ ନିତୁ ସିଂ ।

Nitu singh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଋଷି କପୁର କିଛି ଦିନ ହେବ ନ୍ୟୁୟର୍କରେ କ୍ୟାନ୍ସର ପାଇଁ ଚିକିତ୍ସିତ । ହେଲେ ଏବେ ସେ କ୍ୟାନ୍ସର ମୁକ୍ତ । ତାଙ୍କ ସହ ପତ୍ନୀ ନିତୁ ସିଂ ଅଛନ୍ତି । ତେବେ କିଛି ଦିନ ତଳେ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଥିଲେ କି, ଋଷି ବହୁତ ଜଲଦି ଭାରତ ଫେରିପାରନ୍ତି ।

ତେବେ ଋଷିଙ୍କୁ ଦେଖାକରିବାକୁ ଅନେକ ବଲିଉଡ ଷ୍ଟାର ନ୍ୟୁୟର୍କ ଯାଇଥିଲେ । ସେଥିରେ ସାମିଲ ଅଛନ୍ତି ଆମିର ଖାନ, ପ୍ରିୟଙ୍କା ଚୋପ୍ରା, ଅନୁପମ ଖେର ।

Intro:Body:

sdg

Conclusion:
Last Updated : May 13, 2019, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.