ETV Bharat / sitara

ଭାଇଜାନଙ୍କ ଗର୍ଲଫ୍ରେଣ୍ଡ ସାଜିବେ ପଦ୍ମାବତୀ - kick

ଏଯାବତ ଫ୍ୟାନ୍ସ ସଲମାନ ଓ ଦୀପିକାଙ୍କ ଯୋଡି ବଡ ପରଦାରେ ଦେଖିବାକୁ ଅପେକ୍ଷା କରି ବସିଛନ୍ତି । ଏବେ ଲାଗୁଛି ଯେ, ଫ୍ୟାନ୍ସଙ୍କ ଏହି ଅପେକ୍ଷା ଶେଷ ହେବାକୁ ଯାଉଛି । କାରଣ ଶୁଣିବାକୁ ମିଳୁଛି ଖୁବଶିଘ୍ର ଦୀପିକା ଓ ସଲମାନ ଏକାଠି ଫିଲ୍ମରେ ନଜର ଆସିବେ ।

ଡିଜାଇନ ଫଟୋ
author img

By

Published : May 8, 2019, 2:48 AM IST

ମୁମ୍ବାଇ: କିଛି ଦିନ ହେବ ଏମିତି ଖବର ସାମ୍ନାକୁ ଆସୁଛି ଯେ, ସଲମାନ ଖାନଙ୍କ ଫିଲ୍ମ 'କିକ'ର ସିକ୍ବେଲ ଆସିବାକୁ ଯାଉଛି । ଏହାସହ ଦର୍ଶକଙ୍କ ପାଇଁ ଏକ ଶାନଦାର ଖବର ମଧ୍ୟ ସାମ୍ନାକୁ ଆସିଛି । ଆଜ୍ଞା ହଁ, ପ୍ରଥମଥର ପଦ୍ମାବତୀ ଦୀପିକା ପାଦୁକୋନ ଓ ଭାଉଜାନଙ୍କ ଯୋଡି ପରଦାରେ ନଜର ଆସିବ । 'କିକ' ସିକ୍ବେଲ ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ହଟାଇ ଦୀପିକା ତାଙ୍କ ସ୍ଥାନ ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପଟେ ଏହି ଖବରକୁ ନେଇ ସଲମାନ କିମ୍ବା ଦୀପିକାଙ୍କ ପକ୍ଷରୁ କୌଣସି ଔପଚାରିକ ଭାବେ ଘୋଷଣା କରାଯାଇନାହିଁ । ଯଦି ଦୁଇ ଜଣ ଏକାଠି କାମ କରିବାକୁ ରାଜି ହୋଇଛନ୍ତି, ତେବେ ପ୍ରଥମଥର ପରଦାରେ ଏହି ଯୋଡିଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ ।

ପ୍ରକାଶ ଥାଉକି, ପୂର୍ବରୁ ହିଁ 'କିକ' ଫିଲ୍ମ ପାଇଁ ମେକର୍ସଙ୍କ ପ୍ରଥମ ପସନ୍ଦ ଦୀପିକା ହିଁ ଥିଲେ । କିନ୍ତୁ କିଛି ସମସ୍ୟାକୁ ନେଇ ଦୀପିକା ଫିଲ୍ମ ପାଇଁ ମନା କରିଦେଇଥିଲେ । ଯାହାପରେ ତାଙ୍କ ସ୍ଥାନରେ ଜ୍ୟାକଲିନଙ୍କୁ ସାଇନ କରାଯାଇଥିଲା ।

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.