ETV Bharat / sitara

ମସ୍ତାନୀ ଥିଲେ ଗୋଲୁ-ମୋଲୁ, ଦେଖନ୍ତୁ ଫଟୋ - ପଦ୍ମାବତୀ ଦୀପିକା ପାଦୁକୋନ

ପିଲା ବେଳେ ବେବି ଫ୍ୟାଟ ଥିଲେ ସୁନ୍ଦରୀ ପଦ୍ମାବତୀ ଦୀପିକା ପାଦୁକୋନ। ଫଟୋ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ...

_deepika padukone
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Apr 19, 2020, 8:04 PM IST

ମୁମ୍ବାଇ: ସେଲିବ୍ରିଟିଙ୍କ ଫଟୋ ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ। ଫ୍ୟାନ୍ସ ନିଜ ପସନ୍ଦୀୟ ସେଲିବ୍ରିଟିଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ପ୍ରାୟତଃ ବ୍ୟାକୁଳ ଥାଆନ୍ତି। ଏବେ ସୋସିଆଲ ମିଡିଆରେ ଜଣେ ଫେମସ ଅଭିନେତ୍ରୀଙ୍କ ଫଟୋ ଘୁରିବୁଲୁଛି। ଯାହାଙ୍କୁ ଦେଖି ଆପଣ ଆପଣଙ୍କୁ ଚିହ୍ନିବା କଷ୍ଟଦାୟକ ହେବ।

କାରଣ ତାଙ୍କ ପିଲାବେଳ ଗୋଲମୋଲୁ ବେବି ରୂପେ ନଜର ଆସୁଛନ୍ତି। ଆଉ ତାଙ୍କ ସେକ୍ସୀ ଅବତାର ଦେଖିବାକୁ ମିଳୁଛି। ଆମେ ଏଠାରେ ଆଉ କେଉଁ ଅଭିନେତ୍ରୀଙ୍କ ବିଷୟରେ ନୁହେଁ ବରଂ ବି-ଟାଉନ ମସ୍ତାନୀ ଦୀପିକା ପାଦୋକୁଙ୍କ ବିଷୟରେ କଥା ହେଉଛି।

ଦୀପିକାଙ୍କ ଏହି ଫଟୋ ତାଙ୍କ ଫ୍ୟାନ ପେଜ ଦ୍ବାରା ସୋସିଆଲ ମିଡିଆରେ ସେୟାର କରାଯାଇଛି । ଫଟୋରେ ଦୀପିକାଙ୍କ କ୍ୟୁଟ ଅନ୍ଦାଜ ସମସ୍ତଙ୍କ ମନ କିଣିଛି। ସେହିପରି ଫଟୋର କ୍ୟାପନସରେ ଲେଖାଯାଇଛି, ‘କ୍ୟୁଟ ପଟାଟୋ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.