ETV Bharat / sitara

ଇର୍ଫାନଙ୍କୁ ମନେ ପକାଇଲେ ଦୀପିକା

author img

By

Published : May 8, 2020, 8:05 PM IST

ପ୍ରକାଶ ଥାଉ କି ଗତ ଏପ୍ରିଲ 29ରେ ଇର୍ଫାନଙ୍କ ଦେହାନ୍ତ ହୋଇଥିଲା । ଏହି ଅବସରରେ ମଧ୍ୟ ଦୀପିକା ଏକ ଫଟୋ ସେୟାର କରି ଇର୍ଫାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅଧିକ ପଢନ୍ତୁ...

ଇର୍ଫାନଙ୍କୁ ମନେ ପକାଇଲେ ଦୀପିକା
ଇର୍ଫାନଙ୍କୁ ମନେ ପକାଇଲେ ଦୀପିକା

ମୁମ୍ବାଇ: ପିକୁ ଫିଲ୍ମକୁ ପୂରିଛି 5 ବର୍ଷ । ଏହି ଅବସରରେ କୋ-ଷ୍ଟାର ଇର୍ଫାନଙ୍କୁ ମନେ ପକାଇଛନ୍ତି ଦୀପିକା ପାଦୁକୋନ । ଫିଲ୍ମରେ ଉଭୟଙ୍କ ଛଡା ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଥିଲେ ।

ପ୍ରକାଶ ଥାଉ କି ଗତ ଏପ୍ରିଲ 29ରେ ଇର୍ଫାନଙ୍କ ଦେହାନ୍ତ ହୋଇଥିଲା । ଏହି ଅବସରରେ ମଧ୍ୟ ଦୀପିକା ଏକ ଫଟୋ ସେୟାର କରି ଇର୍ଫାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତେବେ ଶୁକ୍ରବାର ପିକୁ ଫିଲ୍ମକୁ 5 ବର୍ଷ ପୁରିଛି । 2015 ମେ 8ରେ ଫିଲ୍ମଟି ରିଲିଜ ହୋଇଥିଲା । ଦୀପିକା ସୁଟିଂ ସମୟର ଏକ ଫଟୋ ସେୟାର କରି ସେଥିରେ ଇର୍ଫାନଙ୍କୁ ମନେ ପକାଇଛନ୍ତି ।

ଫିଲ୍ମ କାହାଣୀକାର ଜୁହି ଚତୁର୍ବେଦୀ ଏବଂ ଡିରେକ୍ଟର ସୁଜିତ ସରକାରଙ୍କୁ ଟାଗ୍ କରି ସେ ଫିଲ୍ମର ଏକ ଗୀତର ଲିରିକ୍ସ ଲେଖିଛନ୍ତି । ଲମହେ ଗୁଜର ଗୟେର ଲିରିକ୍ସ ଲେଖି ମେସେଜଟିକୁ ସେୟାର କରିଛନ୍ତି । ଶେଷରେ ସେ ଲେଖିଛନ୍ତି ଶାନ୍ତିରେ ରୁହ ମୋ ପ୍ରିୟ ବନ୍ଧୁ । ଏହାସହ ସେ ହ୍ୟାସଟାଗ୍ ଦେଇ ଫିଲ୍ମଟ 3ଟି କ୍ୟାରେକ୍ଟର ନାମ ଲେଖିଛନ୍ତି ।

ଏଥିରେ ଅମିତାଭ ଦୀପିକାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ । ଇର୍ଫାନ ଏକ ଡ୍ରାଇଭର କ୍ୟାରେକ୍ଟରରେ ଥିଲେ । ଫିଲ୍ମଟି କ୍ରିଟିକ୍ସ ଓ ବକ୍ସ ଅଫିସ ଉଭୟରେ ସଫଳ ହୋଇଥିଲା । ଏହାସହ 3ଟି ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.