ETV Bharat / sitara

ଭାରତ ଫେରିଲେ ଦୀପବିର

ୟୁକେରେ ‘83’ର ସୁଟିଂ ଶେଷ କରିଛନ୍ତି ଦୀପିକା ଓ ରଣବୀର । ଏଥର କ୍ରିକେଟର ରୂପେ ରଣବୀରଙ୍କ ନୂଆ ଅବତାର ଦେଖିବାକୁ ମିଳିବ ।

author img

By

Published : Sep 3, 2019, 8:50 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡ ହଟେଷ୍ଟ କପଲ ଦୀପିକା ପାଦୁକୋନ ଓ ରଣବୀର ସିଂ ପରିଶେଷରେ ଭାରତ ଫେରିଛନ୍ତି । ନିଜର ଆଗାମୀ ଫିଲ୍ମ ‘83’ର ସୁଟିଂ ୟୁକେରେ ଶେଷ କରି ସାରିଛନ୍ତି ଏହି ଯୋଡି । ମଙ୍ଗଳବାର ଦୀପିକା ଓ ରଣବୀର ହାତରେ ହାତ ଧରି ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି। ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଯେଉଁଠାରେ ବ୍ଲାକ-ହ୍ବାଇଟ ଏବଂ ଗ୍ରୀନ ଜ୍ୟାକେଟରେ ରଣବୀର ନଜର ଆସୁଥିଲେ। ସେହିଠାରେ ଦୀପିକା ବ୍ଲାକ ଆଉଟଫିଟରେ ସବୁଥର ପରି ଖୁବ୍ ସୁନ୍ଦର ଦେଖା ଯାଇଥିଲେ। ଫିଲ୍ମର ସୁଟିଂ ଶେଷ କରିବାର ସୂଚନା ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଦେଇଥିଲେ ରଣବୀର।

ପ୍ରକାଶ ଥାଉକି ‘83’ ଫିଲ୍ମଟି ଭାରତୀୟ କ୍ରିକେଟ ପ୍ରଥମଥର ବିଶ୍ବକପ ବିଜୟ କାହାଣୀକୁ ନେଇ ଆଧାରିତ । ଯେଉଁଥିରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ରଣବୀର । ସେହିପରି କପିଲଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ଦେଖାଯିବେ ଦୀପିକା ପାଦୁକୋନ । ଦୀପବିର ବିବାହ ପରେ ପ୍ରଥମଥର ଏହି ଫିଲ୍ମ ଜରିଆରେ ପୁଣି ଏକାଠି ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.