ETV Bharat / sitara

ଯେବେ ସଲମାନଙ୍କ ଅଫରକୁ ମନା କରିଥିଲେ ଦୀପିକା... - Main Aurr Mrs Khanna

ଏହା ଖୁବ୍ କମ୍ ଲୋକେ ଜାଣିଛନ୍ତି ଦୀପିକାଙ୍କୁ ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ବଲିଉଡ ଭାଇଜାନ୍ ସଲମାନ ଅଫର୍ ଦେଇଥିଲେ । ଅଧିକ ପଢନ୍ତୁ...

ଯେବେ ସଲମାନଙ୍କ ଅଫରକୁ ମନା କରିଥିଲେ ଦୀପିକା...

author img

By

Published : Jun 13, 2020, 9:55 PM IST

ମୁମ୍ବାଇ: ଡିମ୍ବଲ କୁଇନ ଦୀପିକା ପାଦୁକୋନ । ଆମେ ସମସ୍ତେ ଜାଣିଛେ ଯେ, ଦୀପିକା ସୁପରଷ୍ଟାର ଶାହାରୁଖଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ତାଙ୍କୁ ଆଣି ଦେଇଥିଲା ଢେରସାରା ପପୁଲାରିଟି । କିନ୍ତୁ ଏହା ଖୁବ୍ କମ୍ ଲୋକେ ଜାଣିଛନ୍ତି ଦୀପିକାଙ୍କୁ ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ବଲିଉଡ ଭାଇଜାନ୍ ସଲମାନ ଅଫର୍ ଦେଇଥିଲେ ।

ଆଉ ସବୁଠାରୁ ବଡ କଥା ଦୀପିକା ଏହି ଫିଲ୍ମ ପାଇଁ ଭାଇଜାନଙ୍କୁ ମନା କରି ଦେଇଥିଲେ । ମାତ୍ର ପରେ ସେ ସଲମାନଙ୍କ ପାଇଁ ଏକ କେମିଓ ରୋଲ୍ କରିଥିଲେ । ତେବେ ଫିଲ୍ମରେ କେମିଓ ରୋଲର ଏତେଟା ଗୁରୁତ୍ବ ନଥାଏ । ମାତ୍ର ସେଯଦି ଦୀପିକା ପାଦୁକୋନଙ୍କ ପରି ଷ୍ଟାର ହୋଇଥାଆନ୍ତି ତେବେ ଦର୍ଶକ ତାଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ମନେ ରଖିଥାଆନ୍ତି । ସଲମାନ ଖାନଙ୍କ ଫିଲ୍ମ ମେଁ ଅର୍ ମିସେସ୍ ଖାନ୍ନାରେ ଦୀପିକାଙ୍କ ସେହି କେମିଓ ରୋଲ୍ କରିଥିଲେ । ସେଥିରେ ତାଙ୍କ ରୋଲର ସମୟ ପ୍ରାୟ 3 ମିନିଟ୍ ଥିଲା ।

ଏନେଇ ଦୀପିକା କୁହନ୍ତି, "ସେ (ସଲମାନ ଖାନ) ମୋତେ ମୋର ପ୍ରଥମ ଫିଲ୍ମ ଅଫର କରିଥିଲେ ଯେତେବେଳେ ମୁଁ ବହୁତ ଛୋଟ ଥିଲି ଏବଂ ମୁଁ କ୍ୟାମେରା ଫେସ୍ କରିବାକୁ ପ୍ରସ୍ତୁତ ନଥିଲି । ମୁଁ ସଲମାନଙ୍କ ନିକଟରେ ସର୍ବଦା କୃତଜ୍ଞ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.