ETV Bharat / sitara

ମୋଦିଙ୍କ ପ୍ରଶଂସାରେ ଦଲେର ମେହନ୍ଦୀ, ପ୍ଲାଷ୍ଟିକ ଛାଡ ଅଭିଯାନରେ ହେଲେ ସାମିଲ

ସରକାରଙ୍କ ପ୍ଲାଷ୍ଟିକ ଛାଡ ଅଭିଯାନ ଅକ୍ଟୋବର 2ରୁ ଦେଶରେ ଲାଗୁ ହେବାକୁ ଯାଉଛି । ଯାହାଦ୍ବାରା ଦେଶରେ ଆଉ ପ୍ଲାଷ୍ଟିକ ତିଆରି ଜିନିଷ ବ୍ୟବହାର କରାଯିବ ନାହିଁ । ଏହି ଅଭିଯାନର ସମର୍ଥନ କରି ସାମିଲ ହେବାକୁ ଯାଉଛନ୍ତି ଦଲେର ମେହନ୍ଦୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦଲେର ମେହନ୍ଦୀ
author img

By

Published : Sep 12, 2019, 7:04 AM IST

ମୁମ୍ବାଇ: ଗତ କିଛି ସମୟରୁ ସେଲିବ୍ରିଟି ପରିବେଶ ଉନ୍ନତିକୁ ନେଇ ସକ୍ରିୟ ନଜର ଆସୁଛନ୍ତି । ତେବେ ତାହା ଆମଜନ ଜଙ୍ଗଲରେ ନିଆଁ ଲାଗିବା କଥା ହେଉ କିମ୍ବା ଭଗବାନ ଗଣେଶଙ୍କ ବିସର୍ଜନ ପରେ ପଡିଥିବା ଅଳିଆ ଆବର୍ଜନା ପ୍ରତି ଦୃଷ୍ଟି ଦେବା । ବଲିଉଡ ସହ ସମ୍ପୃକ୍ତ ଥିବା ଅନେକ ଷ୍ଟାର୍ସ ମିଡିଆ ସାହାଯ୍ୟରେ ପରିବେଶକୁ ସୁନ୍ଦର କରିବାର ସଂକଳ୍ପ କରୁଛନ୍ତି । ଗ୍ଲୋବାଲ ୱାର୍ମିଂ ଏବଂ କ୍ଲାଇମେଟ ଚେଞ୍ଜରେ ମଧ୍ୟ ଧିରେ ଧିରେ ସାମିଲ ହେଉଛନ୍ତି ଷ୍ଟାର୍ସ ।

ଏମିତି ଏକ ଭିଡିଓ ପପୁଲାର ଗାୟକ ଦଲେର ମେହନ୍ଦୀ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ସେ କହିଛନ୍ତି କି ଆଜି ସେ ବହୁତ ଖୁସି ଅଛନ୍ତି ଆଉ ଏହାର କାରଣ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ନିଆଯାଇଥିବା ଭଲ ପଦକ୍ଷେପ ।

ସେ ଅକ୍ଟୋବର 2ରେ ପ୍ଲାଷ୍ଟିକ ବଟଲ, ପ୍ଲାଷ୍ଟିକ ପ୍ଲେଟ୍ସ, କପ୍ସ, ପ୍ଲାଷ୍ଟିକ ବ୍ୟାଗ, ପ୍ଲାଷ୍ଟିକ ଷ୍ଟ୍ର ଏବଂ ପ୍ଲାଷ୍ଟିକର ଅନ୍ୟ ଜିନିଷ ଉପରେ ପ୍ରତିବନ୍ଧ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଆଉ ଏ ସବୁ ଜିନିଷ ଦେଶରେ ବନ୍ଦ ହେବ । ଏହା ନୂଆ ଭାରତ । ନୂଆ ଚିନ୍ତାଧାରା, ଯାହା ଆମ ପାଇଁ ଏବଂ ପିଲାଙ୍କ ହିତରେ କରାଯାଉଛି । ଆଉ ଏହି ଅଭିଯାନରେ ସେ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଆଶା ମଧ୍ୟ କରୁଛନ୍ତି କି ମୋଦିଙ୍କ ଏହି ଅଭିଯାନରେ ଦେଶର ଜନତା ଅଧିକ ସଂଖ୍ୟରେ ସାମିଲ ହେବ ।

ପ୍ରକାଶ ଥାଉକି ଏବର୍ଷ ଲୋକସଭା ନିର୍ବାଚନରେ ଦଲେର ମେହନ୍ଦୀ ବିଜେପି ପାର୍ଟିରେ ସାମିଲ ହୋଇଥିଲେ । ସେ ଗାୟକ ହଂସ ରାଜ ହଂସ, ଗୌତମ ଗମ୍ଭୀର ଓ ମନୋଜ ତିୱାରୀଙ୍କ ଭଳି ବିଜେପି ପାର୍ଥୀଙ୍କ ସାମ୍ନାରେ ବିଜେପିରେ ସାମିଲ ହୋଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.