ETV Bharat / sitara

କୋଭିଡ-19 ନିୟମ ଉଲ୍ଲଂଘନ କଲେ ଅଲୁ ଅର୍ଜୁନ

author img

By

Published : Sep 17, 2020, 7:54 PM IST

ନିକଟରେ ରବିବାର ଦିନ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲୁ ଅର୍ଜୁନ ୟାଭାତମାଲ ଜିଲ୍ଲାର ଟିପ୍ତେଶ୍ବର ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ଏହି ଆଉଟିଂ ସମୟରେ ଅଲୁ କୁନ୍ତଲା ଓ୍ବାଟରଫଲ୍ସ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ଆଲୋଚନା ହୋଇଥିଲା ଯେ, ଅଲୁ ତାଙ୍କ ଆଗାମୀ ପ୍ରୋଜେକ୍ଟ ପୁଷ୍ପା ପାଇଁ କିଛି ସ୍ଥାନରେ ବ୍ୟକ୍ତିଗତ ଭାବରେ ସ୍କାଉଟିଂ କରୁଥିଲେ । ଅଧିକ ପଢନ୍ତୁ...

Complaint on Hero Allu Arjun against violation of Covid-19 rules
କୋଭିଡ -19 ନିୟମ ଉଲ୍ଲଂଘନ କଲେ ଅଲୁ ଅର୍ଜୁନ

ହାଇଦ୍ରାବାଦ: ନିକଟରେ ରବିବାର ଦିନ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲୁ ଅର୍ଜୁନ ୟାଭାତମାଲ ଜିଲ୍ଲାର ଟିପ୍ତେଶ୍ବର ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ଯାହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା ।

ଏହି ଆଉଟିଂ ସମୟରେ ଅଲୁ କୁନ୍ତଲା ଓ୍ବାଟରଫଲ୍ସ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ଆଲୋଚନା ହୋଇଥିଲା ଯେ, ଅଲୁ ତାଙ୍କ ଆଗାମୀ ପ୍ରୋଜେକ୍ଟ ପୁଷ୍ପା ପାଇଁ କିଛି ସ୍ଥାନରେ ବ୍ୟକ୍ତିଗତ ଭାବରେ ସ୍କାଉଟିଂ କରୁଥିଲେ ।

ସୂଚନାଅନୁଯାୟୀ, କରୋନାଭାଇରସ୍ ସମୟରେ ନିୟମ ଉଲ୍ଲଂଘନ କରି ଆଦିଲାବାଦ ଜିଲ୍ଲାର ନିରାଡିକୋଣ୍ଡା ପୋଲିସ ନିକଟରେ ଅଭିଯୋଗ କରିବା ପରେ ଅଭିନେତା ଅସୁବିଧାରେ ପଡ଼ିଥିଲେ ।

ଏହି ଅଭିଯୋଗରେ କୁହାଯାଇଛି ଯେ, ମହାମାରୀ ହେତୁ କୁନ୍ତଲା ଓ୍ବାଟରଫଲ୍ସ ଏବଂ ଟିପ୍ତେଶ୍ବର ଅଭୟାରଣ୍ୟ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି । କିନ୍ତୁ ଅଲୁ ତାଙ୍କ ସାଙ୍ଗମାନଙ୍କ ସହ ଏହି ନିୟମ ଉଲ୍ଲଂଘନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.