ETV Bharat / sitara

କଙ୍ଗନା ନାଁରେ ପୁଣି ରୁଜୁ ହେଲା ମାମଲା - କଙ୍ଗନା ରଣାୱତଙ୍କ ନାଁରେ ମାମଲା ରୁଜୁ

ଏଥର ଆରଏଲଏସପି ନେତାଙ୍କ ଟ୍ବିଟରେ ହସିବା ଇମୋଜି କରି ସମସ୍ୟା ଘେରରେ କଙ୍ଗନା । ଗୟା ସିଭିଲ କୋର୍ଟରେ ଅଭିଯୋଗ ଦାୟର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Dec 18, 2020, 12:28 PM IST

ମୁମ୍ବାଇ: ବିବାଦ ସହ ସବୁବେଳେ ଜଡିତ ରୁହନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି । ଏବେ ତାଙ୍କ ବିରୋଧରେ ନୂଆ ଅଭିଯୋଗ ରୁଜୁ ହୋଇଛି । ଆରଏଲଏସପି ନେତା ଉପେନ୍ଦ୍ର କୁଶୱାହାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଙ୍ଗନା । ବିହାରର ଗୟା ସିଭିଲ କୋର୍ଟରେ କାଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି ଏବଂ ଏବି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ମଧ୍ୟ ହୋଇଛି ।

କଥାଟି ହେଲା ଯେ ଏକ ଫଟୋରୁ ନେଇ ସୃଷ୍ଟି ହୋଇଛି ବିବାଦ । ସିଭିଲ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗରେ ଆରଏଲଏସପି ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁଶୱା କହିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ତାଙ୍କ ଟ୍ବିଟରରେ ଦଳର ମୁଖ୍ୟ ଉପେନ୍ଦ୍ର କୁଶୱାଙ୍କ ଫଟୋ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ।

  • Bihar: Complaint filed against actor Kangana Ranaut in Gaya Civil Court for her alleged remarks on RLSP leader Upendra Kushwaha

    "It's a crime to make derogatory comments against any leader. So, we've asked court to take cognizance of our complaint," says Shambhu Prasad, Lawyer pic.twitter.com/yAbGHkYQX5

    — ANI (@ANI) December 18, 2020 " class="align-text-top noRightClick twitterSection" data=" ">

ସେପଟେ ଗୟା ସିଭିଲ କୋର୍ଟର ଓକିଲ ଶମ୍ଭୁ ପ୍ରସାଦ କହିଛନ୍ତି, ‘ଯେକୌଣସି ନେତାଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେବା ଅପରାଧ ଅଟେ ।’ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା ଯେ ସେ ଗୟା ସିଭିଲ କୋର୍ଟକୁ ଏହି ମାମଲାର ପରିଚୟ ଦେବାକୁ ଅନୁରୋଧ କରିଥିଲେ । କଙ୍ଗନାଙ୍କ ଫଟୋ ସେୟାର ଉପରେ ଉପେନ୍ଦ୍ର ମଧ୍ୟ ଆପତ୍ତି କରିଛନ୍ତି ।

ପ୍ରକାଶ ଥାଉକି ଡିସେମ୍ବର 4ରେ ସେ ଟ୍ବିଟ କରି କହିଥିଲେ, ‘ଆରଏଲଏସପି ଦ୍ବାରା ଆୟୋଜିତ ନିର୍ବାଚନ ରାଲିର ଫଟୋକୁ ଅପବ୍ୟବହାର କରିବା ଆପଣଙ୍କୁ ରାଜନୀତି ବିଦ୍ୟାଳୟରେ ପ୍ରବେଶ କରିବ କି ।’ ଯାହା ଉପରେ କମେଣ୍ଟ କରି କଙ୍ଗନା ହସିବା ଇମୋଜି ପୋଷ୍ଟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.