ETV Bharat / sitara

ଇଦରେ ‘କିକ-2’ ସହ ‘ଲକ୍ଷ୍ମୀବମ’ ଲଢେଇ

author img

By

Published : Aug 27, 2019, 2:19 PM IST

ଆସନ୍ତା ଇଦରେ ଇନଶାଆଲ୍ଲା ରିଲିଜ କରାଯିବ ନାହିଁ । ଏହା ବଦଳରେ ପରଦାକୁ କିକ-2 ଆସିବ ଓ ସାଥିରେ ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀବମ’ । ବକ୍ସ ଅଫିସରେ ଦୁଇ ଷ୍ଟାରଙ୍କ ଦମଦାର ଲଢେଇ ଦେଖିବାକୁ ମିଳିବ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ଇନଶାଆଲ୍ଲା’ଇଦରେ ରିଲିଜ ହୋଇନପାରେ ବୋଲି ସୂଚନା ଦେଇଛନ୍ତି ସଲମାନ ଖାନ କିନ୍ତୁ ଅକ୍ଷୟଙ୍କ ସହ ବକ୍ସ ଅଫିସରେ ଲଢିବେ ସଲମାନ । ଫିଲ୍ମ କିକ-2 ଜରିଆରେ 2020ରେ ଇଦର ବଜାରକୁ ଆସିବେ ସଲମାନ ।

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀବମ’ମଧ୍ୟ 2020 ଇଦରେ ରିଲିଜ ହେବ । ସଲମାନଙ୍କ ଇନଶାଲ୍ହା ବଦଳରେ କିକ-2କୁ ରିଲିଜ କରାଯିବ ବୋଲି ସୂଚନା ଦେଇଛନ୍ତି ଭାଇଜାନ । ନିକଟରେ ଟ୍ବିଟ କରି ଇନଶାଆଲ୍ଲାର ସୁଟିଂ ସ୍ଥଗିତ କରାଯାଇଛି ବୋଲି କହିଥିଲେ ସଲମାନ ।

Intro:Body:

ppp

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.