ETV Bharat / sitara

ଶାହରୁଖଙ୍କ ପ୍ରେମରେ କ୍ରିସ ମାର୍ଟିନ - fan

ଶାହରୁଖ ଖାନଙ୍କ ପ୍ରଶଂସାରେ ବ୍ରିଟେନ ସିଙ୍ଗର କ୍ରିସ ମାର୍ଟିନ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Mar 12, 2019, 2:59 PM IST

ନୂଆଦିଲ୍ଲୀ: କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବି-ଟାଉନ ବାଦଶାହଙ୍କ ଚାହିଦା ଆକାଶଛୁଆଁ । ସୁପରଷ୍ଟାର ଶାହରୁଖ ଖାନଙ୍କ ଫ୍ୟାନ୍ସ ପୁରା ଦୁନିଆରେ ଦେଖିବାକୁ ମିଳିଥିବାବେଳେ ଛୋଟଠୁ ନେଇ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଏହି ରୋମାଣ୍ଟିକ କିଙ୍ଗ । ଆଉ ଏବେ ତାଙ୍କ ଫ୍ୟାନ କ୍ଲବରେ ସାମିଲ ହୋଇଛନ୍ତି ଫେମସ ଗାୟକ ତଥା ରାଇଟର କ୍ରିସ ମାର୍ଟିନ ।

ସୋମବାର ସେ ନିଜ ଟ୍ବିଟର ଆକାଉଣ୍ଟରେ ବଲିଉଡ ବାଦଶାହଙ୍କ ପ୍ରଶଂସା କରି ଲେଖିଛନ୍ତି, "ଶାହରୁଖ ଖାନ ଇଜ ଫରଏଭର"।

ସେ ନିଜର ନୂଆ ଫେଭରାଇଟ ଗୀତ ତାଲିକା ଫ୍ୟାନ୍ସଙ୍କ ପାଇଁ ସେୟାର କରି ଗୀତ ବିଷୟରେ ଜଣାଇଛନ୍ତି । ଗୀତ ତାଲିକା ପରେ ସେ ଲେଖିଛନ୍ତି, Ok enough tweeting for one month. Shah Rukh Khan forever. Love".

ପ୍ରକାଶ ଥାଉକି ସୁଇଜରଲ୍ୟାଣ୍ଡରେ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହତାଙ୍କ ପ୍ରୀ-ୱେଡିଂ ପାର୍ଟିରେ ଶାହରୁଖ ଓ କ୍ରିସ ଏକାଠି ଡାନ୍ସ କରୁଥିବାର ନଜର ଆସିଥିଲେ ।

ଏହା ପ୍ରଥମଥର ନୁହେଁ ଯେବେ ଶାହରୁଖଙ୍କର ବିଦେଶୀ ଫ୍ୟାନ ସାମ୍ନାକୁ ଆସିଛନ୍ତି । ତାଙ୍କ ବିଦେଶୀ ଫ୍ୟାନ୍ସ ତାଲିକାରେ ହ୍ୟୁ ଜ୍ୟାକମ୍ୟାନ, ଜେମ୍ସ କ୍ୟାମରୋନ, ଏକନ, ଲିୟୋନାର୍ଡୋ ଡି କାପ୍ରିୟୋ ଓ ବ୍ରେଡ ପିଟ ଭଳି ଫେମସ ବ୍ୟକ୍ତିତ୍ବ ମଧ୍ୟ ସାମିଲ ଅଛନ୍ତି ।

Slug : OD_KPT_Aspirants_Santakar_11-3-19

ନିର୍ବାଚନ ବିଗୁଲ ବାଜୁ ବାଜୁ ତେଜିଲା ଆଶାୟୀ ପ୍ରାର୍ଥୀଙ୍କ ରଣନୀତି । କୋରାପୁଟ ବିଧାନସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବଢି ଚାଲିଥିବା ବେଳେ ଆଶାୟୀ ପ୍ରାର୍ଥୀ ମାନେ ଦଳର ସୁପ୍ରିମୋଙ୍କୁ ପ୍ରଭାବିତ କରିବା ପାଇଁ  ଅଭିନବ ଉପାୟ ଅବଲମ୍ବନ କରୁଥିବା ଦେଖାଦେଇଛି । ଗତକାଲି ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜି କୋଲାବ , ମାଛକୁଣ୍ଡ ଓ ଏଚଏଏଲ ପ୍ରକଳ୍ପଦ୍ୱାରା ବିସ୍ଥାପିତ ହୋଇଥିବା ଲୋଜେ ଉପର କୋଲାବ ଜଳଭଣ୍ଡାର ନିକଟବର୍ତ୍ତୀ ହନୁମାନ ମନ୍ଦିରଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ମିଳିତ ଭାବେ ବିସ୍ଥାପିତଙ୍କ ଦୁଃଖ କୁ ଲାଘବ କରିବା ପାଇଁ ସଂଗ୍ରାମ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବର୍ଷବର୍ଷ ଧରି ବିସ୍ଥାପିତଙ୍କ କଥା  ବିଧାନସଭା ରେ  ବା ସଂସଦ ରେ କେହି ଉପଯୁକ୍ତ ମାତ୍ରାରେ ଉପସ୍ଥାପନ କରିନଥିବା ଅଭିଯୋଗ କରି ସେମାନଙ୍କ ମଧ୍ୟରୁ ଜଣେ ତଥା ସଂଗ୍ରାମୀ ନେତା ପ୍ରଭାକର ହନ୍ତାଳଙ୍କୁ ଚଳିତ ନିର୍ବାଚନରେ କୋରାପୁଟରୁ ବିଜେଡି ଦଳର ପ୍ରାର୍ଥୀ ଭାବେ ଟିକଟ ଦେବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଦାବି ରଖିଛନ୍ତି । ଏହି ସମସ୍ତ ବିସ୍ଥାପିତଙ୍କ ମଧ୍ୟରେ ୫୦ ହଜାରରୁ ଉର୍ଧ୍ୱ ଭୋଟର ଥିବା ଯୋଗୁଁ ତାଙ୍କ ପ୍ରାର୍ଥୀତ୍ବ କୁ ଦଳ ଗୁରୁତ୍ବର ସହ ନେବେ ବୋଲି ପ୍ରଭାକର ଜଣାଇଛନ୍ତି ।
Byte : ପ୍ରତାପ ପଟ୍ଟନାୟକ , କୋଲାବ ବୁଡି ଅଞ୍ଚଳବାସୀ
Byte :ପ୍ରଭାକର ହନ୍ତାଳ , ଆଶାୟୀ ପ୍ରାର୍ଥୀ
.......
ଶାନ୍ତାକାର
କୋରାପୁଟ
....…....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.