ETV Bharat / sitara

ମହାଶିବରାତ୍ରୀରେ ବି-ଟାଉନର ଶୁଭକାମନା

ସାରାଦେଶ ଆଜି ମହାଶିବରାତ୍ରୀ ମହାଆଡମ୍ବରର ସହ ପାଳନ କରୁଥିବାବେଳେ ସମସ୍ତ ଶୈବପୀଠ ଆଜି ଚଳଚଞ୍ଚଳ । ସେହି ଅବସରରେ ବି-ଟାଉନର ପ୍ରାୟ ଷ୍ଟାର ନିଜ ପ୍ରଶଂସକମାନଙ୍କୁ ଶୁଭକାମନା ଦେବାକୁ କେମିତି ବା ଭୁଲିବେ...

author img

By

Published : Mar 4, 2019, 9:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସାରାଦେଶ ଆଜି ମହାଶିବରାତ୍ରୀ ମହାଆଡମ୍ବରର ସହ ପାଳନ କରୁଥିବାବେଳେ ସମସ୍ତ ଶୈବପୀଠ ଆଜି ଚଳଚଞ୍ଚଳ । ସେହି ଅବସରରେ ବି-ଟାଉନର ପ୍ରାୟ ଷ୍ଟାର ନିଜ ପ୍ରଶଂସକମାନଙ୍କୁ ଶୁଭକାମନା ଦେବାକୁ କେମିତି ବା ଭୁଲିବେ...

ବଲିଉଡ ଖିଲାଡୀ ଅକ୍ଷୟ କୁମାର ଭଗବାନ ଶଙ୍କରଙ୍କର ଗୋଟିଏ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଭଗବାନ ଭୋଲେନାଥ ଆପଣଙ୍କ ପରିବାରକୁ ସର୍ବଦା ସୁଖ ସମୃଦ୍ଧିରେ ରଖନ୍ତୁ । ସେହିପରି ଅଜୟ ଦେବଗନ ମଧ୍ୟ କିଛି ଭକ୍ତି ରସ ଜରିଆରେ ନିଜ ଭାବନା ବ୍ୟକ୍ତ କରିଛନ୍ତି ।

ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଶିବଙ୍କର ଗୋଟିଏ ସୁନ୍ଦର ପେଣ୍ଟିଂ ପୋଷ୍ଟ କରି ଲେଖିଛନ୍ତି, ଓମ୍ ନମଃ ଶିବାୟ..ଜୟ ଶମ୍ଭୁ..ହର ହର ମହାଦେବ ଲେଖି ଶୁଭେଚ୍ଛା ଜଣାଇଛନ୍ତି । ଅମିତାଭ ବଚ୍ଚନ, ହେମା ମାଳିନୀ ଓ ଅନୁପମ ଖେର ଆଦି ମଧ୍ୟ ଓମ୍ ନମଃ ଶିବାୟ ଲେଖି ପ୍ରଶଂସକମାନଙ୍କୁ ଢେର ସାରା ଶୁଭକାମନା ଜଣାଇଛନ୍ତି ।

ଆଉ ଏହି ସବୁ ଟ୍ବିଟ ଦେଖି କହିବା ଭୁଲ ହେବନାହିଁ ଯେ ଆଜିର ଦିନ ଖାଲି ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ସେଲିବ୍ରିଟୀମାନଙ୍କ ପାଇଁ ମଧ୍ୟ ବେଶ ଖାସ । ଇଟିଭି ପରିବାର ତରଫରୁ ଆପଣମାନଙ୍କୁ ମଧ୍ୟ ମହାଶିବରାତ୍ରୀର ହାର୍ଦ୍ଦିକ ଶୁଭକାମନା ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.