ETV Bharat / sitara

ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତ ନେଇ ଏମିତି କହିଲେ ବିକାଶ ସିଂ - cbi delay in converting abetment to suicide to murder

ସୁଶାନ୍ତଙ୍କ ମାମଲାରେ ସିବିଆଇର ଦୀର୍ଘ ଦିନ ଧରି ତଦନ୍ତ କରୁଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତ ମିଲିପାରି ନାହିଁ । ଏଭଳି ପରିସ୍ଥିତିରେ ଅଭିନେତାଙ୍କ ପରିବାର ଓକିଲ ବିକାଶ ସିଂ ଏକ ଟୁଇଟ୍‌ରେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁକୁ ହତ୍ୟା ବୋଲି ପ୍ରମାଣ କରିବାକୁ ସିବିଆଇର ବିଳମ୍ବ ଏକ ନିରାଶାଜନକ ଅଟେ। ବିକାଶର ଏହି ଟ୍ବିଟରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ଅଧିକ ପଢନ୍ତୁ...

cbi delay in converting abetment to suicide to murder frustrating says ssr family lawyer
ସୁଶାନ୍ତଙ୍କ ମାମଲା, ସିବିଆଇ ତଦନ୍ତ ନେଇ ଏମିତି କହିଲେ ବିକାଶ ସିଂ
author img

By

Published : Sep 25, 2020, 9:53 PM IST

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଓକିଲ ବିକାଶ ସିଂ ଶୁକ୍ରବାର ଦିନ କହିଛନ୍ତି ଯେ, ଏହି ମାମଲାକୁ ହତ୍ୟା ଘୋଷଣା କରିବାକୁ ସିବିଆଇ ବହୁତ ସମୟ ନେଉଛି, ଯାହା ଅତ୍ୟନ୍ତ ନିରାଶାଜନକ।

ସେ ଟ୍ବିଟରରେ ନିଜର ମତାମତ ସେୟାର କରିଛନ୍ତି।

ବିକାଶ ସିଂ କହିଛନ୍ତି ଯେ, ଏମ୍ସ ମେଡିକାଲ୍ ଟିମର ଜଣେ ଡାକ୍ତର ମୋତେ ବହୁ ପୂର୍ବରୁ କହିଥିଲେ ଯେ, ଅଭିନେତା ଆତ୍ମହତ୍ୟା କରିନାହାଁନ୍ତି କିନ୍ତୁ ତାଙ୍କ ମୃତ୍ୟୁ ଗଳା ଚିପିବା କାରଣରୁ ହୋଇଥିଲା।

ବିକାଶ ସିଂଙ୍କ ଏହି ଟୁଇଟରେ ପ୍ରତିକ୍ରିୟା ପ୍ରକାଶ କରି ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ଲେଖିଛନ୍ତି, "ଆମେ ଦୀର୍ଘ ଦିନ ଧରି ଅପେକ୍ଷା କରିଛୁ। ସତ୍ୟ ସାମନାକୁ ଆସିବାକୁ ଆଉ କେତେ ସମୟ ଲାଗିବ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.