ETV Bharat / sitara

ଆକ୍ଟିଭ ରହିବାର ମନ୍ତ୍ର କହିଲେ ଅମିତାଭ

ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ଅମିତାଭ । ଏଥର ସେ ସମସ୍ତଙ୍କୁ ନିଜ ଶରରୀରକୁ ଆକ୍ଟିଭ କିପରି ରଖିବା ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 5, 2020, 1:08 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବର୍ତ୍ତମାନ ଛୋଟ ପରଦାର ରିୟାଲିଟି ଶୋ କୌନ ବନେଗା କରୋଡପତି 12କୁ ନେଇ ଚର୍ଚ୍ଚାରେ ବିଗ ବି ଅମିତାଭ ବଚ୍ଚନ । ଲୋକେ ତାଙ୍କ ପ୍ରଶ୍ନର ଉତ୍ତର ଦେଇ କୋଟି ପତି ହେବାକୁ ଚେଷ୍ଟା ଚଳାଇଛନ୍ତି । ଏହାବ୍ୟତୀତ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି ଅମିତାଭ । ସେ ପ୍ରାୟତଃ ଫ୍ୟାନ୍ସଙ୍କୁ ଜୀବନ ଜ୍ଞାନର ପାଠ ପଢାଉଛନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି । ଏବେ ଫ୍ୟାନ୍ସଙ୍କୁ ଜୀବନରେ କିପରି ଆକ୍ଟିଭ ରହିବ ତାହା ସେ ଜଣାଇଛନ୍ତି ।

  • T 3711 -
    'आप अपने शरीर को जितना आराम दोगे उतना ज्यादा वो मांगेगा,
    और जितना उससे काम लोगे उतना ज्यादा वो करेगा !!' ~ Ef am

    the more rest you give your body the more of it, it shall demand from you ..
    the more work you subject to your body the more it shall work pic.twitter.com/RlxVg2Utu9

    — Amitabh Bachchan (@SrBachchan) November 4, 2020 " class="align-text-top noRightClick twitterSection" data=" ">

ବୁଧବାର ଏକ ଟ୍ବିଟ କରି ସେ ଲେଖିଛନ୍ତି, ‘ଆପଣ ଶରୀରରକୁ ଯେତେ ଆରାମ ଦେବେ ସେ ସେତେ ମାଗିବ । ଆଉ ଯେତେ କାମରେ ଲଗାଇବ ସେ ଅଧିକ କାମ କରିବ ।’

ପ୍ରକାଶ ଥାଉକି ଏହି ପୋଷ୍ଟ ପୂର୍ବରୁ ସେ ପୁଅ ତଥା ଅଭିନେତା ଅଭିଷେକ କପୁରଙ୍କ ସହ ଦୁଇଟି ଫଟୋ ସେୟାର କରିଥିଲେ । ପିଲାବେଳ ଫଟୋରେ ଅମିତାଭଙ୍କ ସହ ଖେଳୁଥିବାର ନଜର ଆସୁଥିଲେ ଅଭିଷେକ । ଆଉ ତାଙ୍କ କ୍ୟୁଟ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.