ETV Bharat / sitara

ବିଟାଉନ ଷ୍ଟାରଙ୍କ ‘ଉଲଟା ହୋକେ ଥାଲାସେମିଆ ରୋକେ’ ଚ୍ୟାଲେଞ୍ଜ

author img

By

Published : May 9, 2020, 12:51 AM IST

ସୋସିଆଲ ମିଡିଆରେ ବଲିଉଡ ଷ୍ଟାର ଏକ ଥାଲାସେମିଆ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି । ‘ଉଲଟା ହୋକେ ଥାଲାସିମିଆ ରୋକେ’ ନାମରେ ଏହି ଚ୍ୟାଲେଞ୍ଜରେ ସମସ୍ତ ବଲିଉଡ ଷ୍ଟାର ଅଂଶଗ୍ରହଣ କରି ଫଟୋ ସେୟାର କରିଛନ୍ତି । ଅଧିକ ପଢ଼ନ୍ତୁ...

ବିଟାଉନ ଷ୍ଟାରଙ୍କ ‘ଓଲଟା ହୋକେ ଥାଲାସେମିଆ ରୋକେ’ ଚ୍ୟାଲେଞ୍ଜ

ମୁମ୍ବାଇ: ଶୁକ୍ରବାର ବିଶ୍ବ ଥାଲାସିମିଆ ଦିବସ ପାଳିତ ହୋଇଛି । ସାରା ବିଶ୍ବରେ ଏହି ରୋଗ ସମ୍ପର୍କରେ ସମସ୍ତେ ସଚେତନତା କରୁଛନ୍ତି । ଏହି ଅବସରରେ ବଲିଉଡ ଷ୍ଟାର ମଧ୍ୟ ପଛରେ ପଡିନାହାନ୍ତି ।

ସୋସିଆଲ ମିଡିଆରେ ବଲିଉଡ ଷ୍ଟାର ଏକ ଥାଲାସିମିଆ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି । ‘ଉଲଟା ହୋକେ ଥାଲାସିମିଆ ରୋକେ’ ନାମ ଏହି ଚ୍ୟାଲେଞ୍ଜରେ ସମସ୍ତ ବଲିଉଡ ଷ୍ଟାର ଅଂଶଗ୍ରହଣ କରି ଫଟୋ ସେୟାର କରିଛନ୍ତି । ଏଥିରେ ସେଲିବ୍ରିଟିମାନେ ନିଜର ଓଲଟା ଫଟୋ ଉଠାଇ ଏହାକୁ ପୋଷ୍ଟ କରିଛନ୍ତି । ଥାଲାସିମିଆ ରୋଗୀଙ୍କ ବ୍ଲଡ ବ୍ୟାଗ୍ସକୁ ଉପର ତଳ କରିବା ଦ୍ବାରା ସେମାନଙ୍କର ଜୀବନ ରକ୍ଷା ହୋଇଥାଏ । ଏଥିପାଇଁ ହ୍ରିତିକ ରୋଶନ, ଅଭିଷେକ ବଚ୍ଚନ, ଫରହା ଖାନ ସୋସିଆଲ ମିଡିଆରେ ନିଜ ଓଲଟା ଫଟୋ ଦେଇଛନ୍ତି ।

ରୋଗୀଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ସହ ରୋଗର ଲକ୍ଷଣ ଏବଂ ଏହି ଓଲଟା ବ୍ଲଡ ବ୍ୟାଗ୍ସ ବିଷୟରେ ଅଭିଷେକ ସୂଚନା ଦେଇଛନ୍ତି । ଫଟୋରେ କ୍ୟାପସନ ଲେଖି ସେ ଏହି ରୋଗ ବିଷୟରେ ସଚେତନ ସୃଷ୍ଟି କରିଛନ୍ତି । ଏହାସହ ନିଜର 3ଟି ସାଙ୍ଗଙ୍କୁ ସେ ଏହି ଚ୍ୟାଲେଞ୍ଜ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.