ETV Bharat / sitara

ଆଜି ନେହା-ରୋହନଙ୍କ ବିବାହ, ଭାଇରଲ ଫଟୋ

ଆଉ କିଛି ସମୟ ପରେ ନେହାଙ୍କ ସହ ଯୋଡା ଯିବ ରୋହନଙ୍କ ନାମ । କାରଣ ସାଥ ଜନ୍ମର ସାଥି ସାଜିବେ ଏହି ଯୋଡି । ଚାଲିଛି ବିବାହ ପ୍ରସ୍ତୁତି...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
author img

By

Published : Oct 24, 2020, 6:56 PM IST

ମୁମ୍ବାଇ: ଶନିବାର ପପୁଲାର ସିଙ୍ଗର ନେହା କକ୍କର ଦିଲ୍ଲୀରେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ତାଙ୍କ ବିବାହ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ତାଙ୍କ ଘରେ ଖେଳି ଯାଇଛି ଖୁସିର ଲହରୀ । କାରଣ ଆଉ କିଛି ସମୟ ମଧ୍ୟରେ ସେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବ ।

ହେଲେ ଏହା ପୂର୍ବରୁ ଦୁଇଜଣଙ୍କ ହଳଦୀ ଓ ମେହେନ୍ଦୀ ସେରିମନିର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଫ୍ୟାନ୍ସଙ୍କ ପାଇଁ ନେହା ନିଜର ସବୁ ଫଟୋ ସେୟାର କରିବାରେ ଲାଗିଛନ୍ତି ।

ସେ ଇନଷ୍ଟାଗ୍ରାମରେ ମେହେନ୍ଦୀ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏହି ଯୋଡି ପାରମ୍ପରିକ ଭାରତୀୟ ପୋଷାକରେ ନଜର ଆସୁଛନ୍ତି । ନେହା ବଟଲ ଗ୍ରୀନ ଲେହେଙ୍ଗା ପିନ୍ଧି କୁନ୍ଦନ ସେଟ କ୍ୟାରି କରିଥିବାବେଳେ ରୋହନ ମଧ୍ୟ ତାଙ୍କ ସହ ମ୍ୟାଚିଂ କରି ସେରୱାନୀ ପିନ୍ଧିଛନ୍ତି ।

ଫଟୋ ସେୟାର କରି ନେହା ଲେଖିଛନ୍ତି, ‘ମେହେନ୍ଦୀ ଲଗାଉଙ୍ଗି ମେ ସଜନା କେ ନାମ କି।’ ଖାଲି ଏତିକି ନୁହେଁ ଏହି ପୋଷ୍ଟ ସେ ରୋହନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.