ETV Bharat / sitara

ମିକାଙ୍କ ହିଟ୍ ଗୀତରେ ଝୁମିଲା ରାଜଧାନୀ - mika singh at bhubaneswar

ଭୁବନେଶ୍ବରରେ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ। ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁ ହିଟ୍ ଗୀତ ପରିବେଷଣ କରିଥିଲେ ।

ମିକାଙ୍କ ହିଟ୍ ଗୀତରେ ଝୁମିଲା ରାଜଧାନୀ
author img

By

Published : Nov 11, 2019, 3:30 AM IST

ଭୁବନେଶ୍ବର: ରାଜଧାନୀରେ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ । ଭୁବନେଶ୍ବର ସ୍ଥିତ ଆଇଏମବି ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମିକ୍କା ।

ମିକାଙ୍କ ହିଟ୍ ଗୀତରେ ଝୁମିଲା ରାଜଧାନୀ

ପଞ୍ଜାବୀ ଓ ବଲିଉଡର ବହୁ ହିଟ୍ ଗୀତ ଗାଇଥିଲେ ସେ । ତାଙ୍କ ଗୀତ ଶୁଣିବା ପାଇଁ ଅଡିଟୋରିୟମକୁ ଛୁଟିଥିଲା ଫ୍ୟାନ୍ସଙ୍କ ସୁଅ । ବଲିଉଡର ବହୁ ଲୋକପ୍ରିୟ ଗୀତ ପରିବେଷଣ କରିଥିଲେ ସେ । ଶିତୁଆ ରାତିରେ ତାଙ୍କ ଗୀତରେ ଝୁମିଥିଲେ ଦର୍ଶକେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.