ETV Bharat / sitara

ଉତ୍ତରାଖଣ୍ଡ ସରକାରଙ୍କ ପ୍ରଶଂସାରେ ଶାହିଦ

author img

By

Published : Oct 19, 2020, 5:38 PM IST

ଶେଷ ହେଲା ‘ଜର୍ସି’ ଫିଲ୍ମର ଉତ୍ତରାଖଣ୍ଡ ସିଡ୍ୟୁଲ । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ସୂଚନା ଦେଲେ ଶାହିଦ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁର ଦୀର୍ଘ ସମୟରୁ ଚର୍ଚ୍ଚିତ ଫିଲ୍ମ ‘ଜର୍ସି’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଫେମସ ଅଭିନେତ୍ରୀ ମୃଣାଳ ଠାକୁର। ଫିଲ୍ମର ଉତ୍ତରାଖଣ୍ଡ ସିଡ୍ୟୁଲ ଶେଷ କରି ବର୍ତ୍ତମାନ ଖୁସି ଅଛନ୍ତି ଶାହିଦ । ଏହାସହ ସେ ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି । ଶାହିଦ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରୁଛନ୍ତି। କାରଣ ଫିଲ୍ମରେ ସେ କ୍ରିକେଟର ଭୂମିକାରେ ଦେଖାଯିବେ । ‘ଜର୍ସି’ ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ।

ଉତ୍ତରାଖଣ୍ଡରେ ସୁଟିଂ ଶେଷ କରି ଶାହିଦ ଟ୍ବିଟରେ ଲେଖିଛନ୍ତି, ‘ଜର୍ସିର ଆଉ ଏକ ସିଡ୍ୟୁଲ ଶେଷ ହୋଇଛି । ମୁଁ ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। କାରଣ ସରକାର ଆମକୁ ରାଜ୍ୟର ଅନେକ ସୁନ୍ଦର ସ୍ଥାନରେ ଫିଲ୍ମ ସୁଟିଂକୁ ସୁରକ୍ଷିତ ସହ ସୁଟ କରିବାକୁ ଦେଇଛନ୍ତି । ଆଉ ପୁରା ଟିମ ସଫଳ ରୂପେ ସୁଟିଂ ଶେଷ କରିଛି।’

  • It’s a wrap on this schedule of #Jersey. I would like to thank the Govt of Uttarakhand for supporting and putting in place efficient policies that enabled us to safely shoot and wrap the schedule of our film in the many beautiful locations of the state.

    — Shahid Kapoor (@shahidkapoor) October 18, 2020 " class="align-text-top noRightClick twitterSection" data=" ">

ଶାହିଦଙ୍କ ବ୍ୟତୀତ ମୃଣାଳ ମଧ୍ୟ ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉକି ‘ଜର୍ସି’ ପୂର୍ବରୁ ଶାହିଦ ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ର ମଧ୍ୟ ହିନ୍ଦୀ ରିମେକରେ କାମ କରିଥିଲେ । ଯାହା 2019ର ବ୍ଲକବଷ୍ଟର ଫିଲ୍ମ ସାଜିଥିଲା । ଶାହିଦଙ୍କ ସହ ଫିଲ୍ମରେ ଦମଦାର ଅଭିନୟ କରିଥିଲେ କିୟାରା ଆଡଭାନୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.