ETV Bharat / sitara

ପିତାଙ୍କୁ ମନେ ପକାଇ ଭାବବିହ୍ବଳ ଧର୍ମେନ୍ଦ୍ର - ଅପଡେଟ ନ୍ୟୁଜ ଅଫ୍ ଧର୍ମେନ୍ଦ୍ର

ଭାଇରାଲ ହେଲା ଧର୍ମେନ୍ଦ୍ରଙ୍କ ଟ୍ବିଟ । ଏଥର ପିତାଙ୍କ ପାଇଁ ଲେଖିଲେ ଖାସ୍ କଥା । ସେୟାର କଲେ ପୁରୁଣା ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Oct 12, 2020, 7:06 PM IST

ମୁମ୍ବାଇ: ବଲିଉଡର ହିମ୍ୟାନ ଧରେନ୍ଦ୍ର ଏବେ ଫିଲ୍ମଠୁ ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ସେ ପ୍ରାୟତଃ ନିଜ କଥା ପ୍ରଶଂସକଙ୍କ ସହ ସେୟାର କରିବାକୁ ଭଲ ପାଆନ୍ତି । ଏବେ ସେ ଭାବୁକ ନଜର ଆସୁଛନ୍ତି । ଏଥର ସେ ପିତାଙ୍କୁ ମନେ ପକାଇ ଇମୋସନାଲ ହୋଇପଡିଛନ୍ତି । ଯାହା ତାଙ୍କ ନୂଆ ପୋଷ୍ଟରୁ ଜଣାପଡୁଛି ।

  • QARZ ye , Maa Baap ka ..kabhi kisi se chukaya na gaya..aakhri dum tak duaein dete chale jaate hain..Dosto , jeete ji inhen ... inke na hone ka ehsaas na do 🙏 mere Babu ji , Barsaat ke mahurat par ..Camera on karte huye ..Bobby ko aur puri unit ko Aasheerwad 👋 de rahe hain 🙏 pic.twitter.com/aYVxNsavhQ

    — Dharmendra Deol (@aapkadharam) October 11, 2020 " class="align-text-top noRightClick twitterSection" data=" ">

ସେ ଟ୍ବିଟରରେ ପିତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଋଣ ବାପା-ମା'ଙ୍କର କେହି କେବେ ସୁଝିପାରିନାହାଁନ୍ତି । ଶେଷ ସମୟ ପର୍ଯ୍ୟନ୍ତ ଆଶୀର୍ବାଦ ଦେଇ ସେମାନେ ଚାଲିଯାଆନ୍ତି । ବଞ୍ଚିଥିବା ଅବସ୍ଥାରେ ତାଙ୍କୁ ଉପସ୍ଥିତ ନଥିବାର ଅନୁଭବ କରାଅ ନାହିଁ । ମୋ ବାପା ବରସାତ ମହୁରତ ସମୟରେ କ୍ୟାମେରା ଅନ କରି ବବି ଓ ପୁରା ୟୁନିଟକୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।’

ପ୍ରକାଶ ଥାଉକି ଧର୍ମେନ୍ଦ୍ର ଏବେ ନିଜ ଫାର୍ମହାଉସରେ ଅଧିକାଂଶ ସମୟ କାଟୁଥିବାର ନଜର ଆସୁଛନ୍ତି । ଯାହାର ଫଟୋ, ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରନ୍ତି । ସେ ନିଜ ଫାର୍ମହାଉସରେ ପନିପରିବା ମଧ୍ୟ ଚାଷ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.