ETV Bharat / sitara

ଭାରତ ବନ୍ଦକୁ କଙ୍ଗନାଙ୍କ ବିରୋଧ, କାହାଣୀ ଶେଷ କରିବାକୁ ଆହ୍ବାନ - କଙ୍ଗନା ରଣାୱତଙ୍କ ବିବାଦୀୟ ଟ୍ବିଟ

ପୁଣି ଭାଇରାଲ ହେଲା କଙ୍ଗନାଙ୍କ ଟ୍ବିଟ । ଭାରତ ବନ୍ଦ ବିରୋଧରେ ଆସିଲେ ନଜର । ପୂର୍ବରୁ କୃଷକ ଆନ୍ଦୋଳନରେ ରଖିସାରିଛନ୍ତି ବିବାଦୀୟ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଫୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 8, 2020, 3:50 PM IST

ମୁମ୍ବାଇ: କଙ୍ଗନା ରାଣାୱତ ଦେଶର ସବୁ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ଦେବାକୁ କେବେ ଭୁଲନ୍ତି ନାହିଁ । କିଛି ଦିନ ପୂର୍ବରୁ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନରେ ବିବାଦୀୟ ଟ୍ବିଟ କରି ସେ ସମାଲୋଚନାର ଶିକାର ହୋଇଥିଲେ । ଆଉ ଆଜି କୃଷକ ଆନ୍ଦୋଳ ପାଇଁ ଭାରତ ବନ୍ଦ ପ୍ରସଙ୍ଗ ଉପରେ ପୁଣି ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ । ଏଥର ମଧ୍ୟ ସେ ଭାରତ ବନ୍ଦର ବିରୋଧ କରୁଥିବାର ନଜର ଆସୁଛନ୍ତି । ସେ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସଦଗୁରୁ ପ୍ରୋଟେଷ୍ଟ ପ୍ରସଙ୍ଗ ଉପରେ ନିଜ ବିଚାର ରଖୁଥିବାର ଦେଖାଯାଉଛନ୍ତି ।

  • आओ भारत को बंद कर देते हैं, यूँ तो तूफ़ानों कि कमी नहीं इस नाव को, मगर लाओ कुल्हाड़ी कुछ छेद भी कर देते हैं, रह रह के रोज़ मरती है हर उम्मीद यहाँ, देशभक्तों से कहो अपने लिए देश का एक टुकड़ा अब तुम भी माँग लो, आजाओ सड़क पे और तुम भी धरना दो, चलो आज यह क़िस्सा ही ख़त्म करते हैं 🙂 https://t.co/OXLfUWl1gb

    — Kangana Ranaut (@KanganaTeam) December 8, 2020 " class="align-text-top noRightClick twitterSection" data=" ">

ସେପଟେ ଏହାକୁ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି, ‘ଆସନ୍ତୁ ଭାରତକୁ ବନ୍ଦ କରିବା । ଏମିତି ତ ଏହି ଡଙ୍ଗାରେ ଝଡବର୍ଷାର ଅଭାବ ନାହିଁ । ପ୍ରତ୍ୟେକ ଆଶା ପ୍ରତିଦିନ ମରିଯାଏ, ଦେଶଭକ୍ତମାନଙ୍କୁ କୁହ ବର୍ତ୍ତମାନ ନିଜ ପାଇଁ ଦେଶର ଏକ ଖଣ୍ଡ ମାଗିନିଅନ୍ତୁ । ରାସ୍ତାକୁ ଆସ ଏବଂ ତୁମେ ମଧ୍ୟ ଆନ୍ଦୋଳନ କର ।’

ପ୍ରକାଶ ଥାଉକି କୃଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଅଭିନେତା ଦିଲଜିତ ଦୋସାଞ୍ଝ ଓ କଙ୍ଗନାଙ୍କ ମଧ୍ୟରେ ଟ୍ବିଟର ୱାର ଦେଖିବାକୁ ମିଳିଥିଲା । କଙ୍ଗନାଙ୍କ ବିବାଦୀୟ ବୟାନରେ ଅସନ୍ତୋଷ ପ୍ରକାଶ କରିଥିଲେ ଦିଲଜିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.