ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 70 ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ବଲିଉଡର ଅନେକ ସେଲିବ୍ରିଟିମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
-
आदरणीय प्रधानमंत्री @narendramodi जी।जन्मदिन की बहुत बहुत शुभकामनाएँ!! प्रभु आपको लंबी एवं स्वास्थ्य आयु प्रदान करे!! यही मेरी भगवान से प्रार्थना है!! Happy birthday Prime Minister #NarendraModiJi. May God grant you long & healthy life!! Jai Hind !! 🙏🌺🇮🇳 #HappyBirthdayPMModi pic.twitter.com/8GZVXE7pug
— Anupam Kher (@AnupamPKher) September 17, 2020 " class="align-text-top noRightClick twitterSection" data="
">आदरणीय प्रधानमंत्री @narendramodi जी।जन्मदिन की बहुत बहुत शुभकामनाएँ!! प्रभु आपको लंबी एवं स्वास्थ्य आयु प्रदान करे!! यही मेरी भगवान से प्रार्थना है!! Happy birthday Prime Minister #NarendraModiJi. May God grant you long & healthy life!! Jai Hind !! 🙏🌺🇮🇳 #HappyBirthdayPMModi pic.twitter.com/8GZVXE7pug
— Anupam Kher (@AnupamPKher) September 17, 2020आदरणीय प्रधानमंत्री @narendramodi जी।जन्मदिन की बहुत बहुत शुभकामनाएँ!! प्रभु आपको लंबी एवं स्वास्थ्य आयु प्रदान करे!! यही मेरी भगवान से प्रार्थना है!! Happy birthday Prime Minister #NarendraModiJi. May God grant you long & healthy life!! Jai Hind !! 🙏🌺🇮🇳 #HappyBirthdayPMModi pic.twitter.com/8GZVXE7pug
— Anupam Kher (@AnupamPKher) September 17, 2020
ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟରରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ସହିତ ଅନୁପମ ଟୁଇଟ୍ କରି କହିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ପ୍ରଧାନମନ୍ତ୍ରୀ # ନରେନ୍ଦ୍ର ମୋଦି ଜୀ । ଆପଣଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ମୋର ଶୁଭକାମନା । ଜୟ ହିନ୍ଦ୍ ।
-
#HappyBirthdayPMModi 🙏 pic.twitter.com/bmyYFkeVMs
— Kangana Ranaut (@KanganaTeam) September 17, 2020 " class="align-text-top noRightClick twitterSection" data="
">#HappyBirthdayPMModi 🙏 pic.twitter.com/bmyYFkeVMs
— Kangana Ranaut (@KanganaTeam) September 17, 2020#HappyBirthdayPMModi 🙏 pic.twitter.com/bmyYFkeVMs
— Kangana Ranaut (@KanganaTeam) September 17, 2020
କଙ୍ଗନା ତାଙ୍କ ମନାଲି ଘରୁ ଏକ ଭିଡିଓ ସେୟାର କରିଛନ୍ତି । ପଙ୍ଗା ଅଭିନେତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆପଣଙ୍କୁ ପ୍ରଧାନମନ୍ତ୍ରୀ ରୂପରେ ଗ୍ରହଣ କରି ଦେଶ ଭାଗ୍ୟବାନ ।
-
Wishing our honourable PM Shri @narendramodi Ji, a very happy birthday. In everything he does, he thinks of the best interests of the nation and it's people. Thank you for your service, now and always Modiji.#HappyBirthdayPMModi pic.twitter.com/DbaOl7cdPF
— Anil Kapoor (@AnilKapoor) September 17, 2020 " class="align-text-top noRightClick twitterSection" data="
">Wishing our honourable PM Shri @narendramodi Ji, a very happy birthday. In everything he does, he thinks of the best interests of the nation and it's people. Thank you for your service, now and always Modiji.#HappyBirthdayPMModi pic.twitter.com/DbaOl7cdPF
— Anil Kapoor (@AnilKapoor) September 17, 2020Wishing our honourable PM Shri @narendramodi Ji, a very happy birthday. In everything he does, he thinks of the best interests of the nation and it's people. Thank you for your service, now and always Modiji.#HappyBirthdayPMModi pic.twitter.com/DbaOl7cdPF
— Anil Kapoor (@AnilKapoor) September 17, 2020
ଅଭିନେତା ଅନିଲ କପୁର ମଧ୍ୟ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଠାରେ ଦୁହେଁ ଦୁହିଁଙ୍କର ହାତ ଧରିଥିବାର ନଜର ଆସିଛନ୍ତି । ଅନିଲ ଟୁଇଟ୍ କରି କହିଛନ୍ତି, "ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ସେ ଯାହା କରନ୍ତି, ଦେଶର ଉନ୍ନତି ପାଇଁ "। ତାଙ୍କ ସେବା ପାଇଁ ଧନ୍ୟବାଦ,# ହାପି ବର୍ଥଡେ ପିଏମ ମୋଦି ଜୀ ।
-
Wishing a very Happy Birthday to our respected Honourable Prime Minister Shri @narendramodi ji. 🙏🏽
— Abhishek Bachchan (@juniorbachchan) September 17, 2020 " class="align-text-top noRightClick twitterSection" data="
">Wishing a very Happy Birthday to our respected Honourable Prime Minister Shri @narendramodi ji. 🙏🏽
— Abhishek Bachchan (@juniorbachchan) September 17, 2020Wishing a very Happy Birthday to our respected Honourable Prime Minister Shri @narendramodi ji. 🙏🏽
— Abhishek Bachchan (@juniorbachchan) September 17, 2020
ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଟ୍ବିଟରକୁ ଯାଇ କହିଛନ୍ତି ଯେ ଆମର ସମ୍ମାନିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଅନ୍ୟପକ୍ଷରେ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର ଇନଷ୍ଟାଗ୍ରାମରେ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
-
Happy Birthday to honourable PM Shri @narendramodi ji . May Lord Ganesh always bless you with lots of Strength, Happiness and Good Health. 💐🙏 #HappyBdayPMModi pic.twitter.com/0lBlBN44ZN
— Madhur Bhandarkar (@imbhandarkar) September 17, 2020 " class="align-text-top noRightClick twitterSection" data="
">Happy Birthday to honourable PM Shri @narendramodi ji . May Lord Ganesh always bless you with lots of Strength, Happiness and Good Health. 💐🙏 #HappyBdayPMModi pic.twitter.com/0lBlBN44ZN
— Madhur Bhandarkar (@imbhandarkar) September 17, 2020Happy Birthday to honourable PM Shri @narendramodi ji . May Lord Ganesh always bless you with lots of Strength, Happiness and Good Health. 💐🙏 #HappyBdayPMModi pic.twitter.com/0lBlBN44ZN
— Madhur Bhandarkar (@imbhandarkar) September 17, 2020
ଫ୍ୟାଶନ ଚଳଚ୍ଚିତ୍ର ନିର୍ମାତା କ୍ୟାପସନରେ ଲେଖିଛନ୍ତି, "ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ପ୍ରଭୁ ଗଣେଶ ଆପଣଙ୍କୁ ସର୍ବଦା ଅନେକ ଶକ୍ତି, ସୁଖ ଏବଂ ଉତ୍ତମ ସ୍ବାସ୍ଥ୍ୟରେ ଆଶୀର୍ବାଦ କରନ୍ତୁ। କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ଟ୍ବିଟରରେ ପ୍ରଧାନମନ୍ତ୍ରୀଙ୍କ 70 ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।
-
नमस्कार आदरणीय नरेंद्रभाई,आपको जन्मदिवस की बहुत बहुत शुभकामनाएँ. ईश्वर आपको सदैव यशस्वी करें,आप दीर्घायु हो यही मेरी मंगलकामना. @narendramodi
— Lata Mangeshkar (@mangeshkarlata) September 17, 2020 " class="align-text-top noRightClick twitterSection" data="
">नमस्कार आदरणीय नरेंद्रभाई,आपको जन्मदिवस की बहुत बहुत शुभकामनाएँ. ईश्वर आपको सदैव यशस्वी करें,आप दीर्घायु हो यही मेरी मंगलकामना. @narendramodi
— Lata Mangeshkar (@mangeshkarlata) September 17, 2020नमस्कार आदरणीय नरेंद्रभाई,आपको जन्मदिवस की बहुत बहुत शुभकामनाएँ. ईश्वर आपको सदैव यशस्वी करें,आप दीर्घायु हो यही मेरी मंगलकामना. @narendramodi
— Lata Mangeshkar (@mangeshkarlata) September 17, 2020
ଲତା ଟ୍ବିଟ କରି କହିଛନ୍ତି, "ନମସ୍କାର ନରେନ୍ଦ୍ର ଜୀ, ଆପଣଙ୍କ ଜନ୍ମଦିନରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା"।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ