ମୁମ୍ବାଇ: ଆଜି ଦେଶରେ ପାଳନ ହେବ ଦୀପାବଳି । କୋରୋନା ସଙ୍କଟ ପାଇଁ ଏଥର ଧୁମଧାମରେ ପାଳନ ନହେଲେ ବି ନିଜ ନିଜ ଘରେ ସୁରକ୍ଷିତ ରୂପେ ସେଲିବ୍ରେଶନ କରିବେ ସମସ୍ତେ । ଏଥରୁ ବାଦ ପଡିନାହାଁନ୍ତି ସେଲିବ୍ରିଟି । ଘରେ ସୁରକ୍ଷିତ ଦୀପାବଳି ପୂଜା କରିବା ସହ ଫ୍ୟାନ୍ସଙ୍କୁ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା । ଏହି କ୍ରମରେ ସାମିଲ ଅଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ, ପପୁଲାର ଗାୟକ ଦିଲଜିତ ଦୋସାଞ୍ଝ, ସ୍ବରା ଭାସ୍କର, ନିର୍ଦ୍ଦେଶିକା ରିମା କାଗତି, ନିର୍ଦ୍ଦେଶକ କୁନାଲ କୋହଲି ।
ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ଟ୍ବିଟ କରି ଅଯୋଧ୍ୟାର ଏକ ନ୍ୟୁଜ ପୋଷ୍ଟ କରିଛନ୍ତି । ଯେଉଁଥିରେ ସୂଚନା ଦିଆଯାଇଛି ଯେ ଦୀପାବଳି ଅବସରରେ ଅଯୋଧ୍ୟାରେ 5 ଲକ୍ଷରୁ ଅଧିକ ଦୀପ ଜଳାଯାଇଛି । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ହାପି ଦିୱାଲୀ ।’
-
T 3720 -Happy divali .. 🙏🙏🙏 pic.twitter.com/omcV7M56R8
— Amitabh Bachchan (@SrBachchan) November 13, 2020 " class="align-text-top noRightClick twitterSection" data="
">T 3720 -Happy divali .. 🙏🙏🙏 pic.twitter.com/omcV7M56R8
— Amitabh Bachchan (@SrBachchan) November 13, 2020T 3720 -Happy divali .. 🙏🙏🙏 pic.twitter.com/omcV7M56R8
— Amitabh Bachchan (@SrBachchan) November 13, 2020
ସେପଟେ ଦିଲଜିତ ନିଜର ଏକ ମଜାଦାର ଭିଡିଓ ପୋଷ୍ଟ କରି ଲେଖଥିଛନ୍ତି, ‘ହାପି ଦିୱାଲି ଓୟ ।’ ଅଭିନେତ୍ରୀ ସ୍ବରା ମଧ୍ୟ ପରିବାର ସହ ନିଜର କିଛି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘କିଛି ଗମ୍ଭୀର # ଦିୱାଲୀ ପବନରେ କମ୍ପନ ପରି ଲାଗୁଛି ।’
-
HAPPY DIWALI OYE 🪔 pic.twitter.com/yswbalNXwh
— DILJIT DOSANJH (@diljitdosanjh) November 14, 2020 " class="align-text-top noRightClick twitterSection" data="
">HAPPY DIWALI OYE 🪔 pic.twitter.com/yswbalNXwh
— DILJIT DOSANJH (@diljitdosanjh) November 14, 2020HAPPY DIWALI OYE 🪔 pic.twitter.com/yswbalNXwh
— DILJIT DOSANJH (@diljitdosanjh) November 14, 2020
ନିର୍ଦ୍ଦେଶ ରିମା ଟ୍ବିଟରେ ଲେଖିଛନ୍ତି, ‘ସମସ୍ତଙ୍କୁ ହାପି ଦିୱାଲୀ । ଅନ୍ଧାର ଉପରେ ଆଲୋକର ବିଜୟ ।’ ରିମାଙ୍କ ବ୍ୟତୀତ, କୁନାଲ ଫ୍ୟାନ୍ସଙ୍କୁ ସଚେତନା ବାର୍ତ୍ତା ଦେଇ ଲେଖିଛନ୍ତି, ‘ଦୟା କରି ବାଣ ଫୁଟାଇବାକୁ ଚେଷ୍ଟା କରନାହିଁ । ଅନ୍ୟ ଉପାୟରେ ନିଜର ଇମୋସନ ପରିପ୍ରକାଶ କର । ବାନ୍ଦ୍ରା ନିଜ ଆଲୋକନରେ ସୁନ୍ଦର ଲାଗୁଛି । ତୁମେ ନିଜ ନିଜ ଘରକୁ ଆଲୋକିତ କରି ଏହାକୁ ସୁରକ୍ଷିତ ପାଳନ କର ।’
-
Happy Diwali all. May there be light over darkness.
— Reema Kagti (@kagtireema) November 14, 2020 " class="align-text-top noRightClick twitterSection" data="
">Happy Diwali all. May there be light over darkness.
— Reema Kagti (@kagtireema) November 14, 2020Happy Diwali all. May there be light over darkness.
— Reema Kagti (@kagtireema) November 14, 2020
-
#HappyDiwali pls try not to burn crackers. Other ways to display & express emotions. #bandra has been beautifully lit up with lights all over, decorate your home & neighbourhood,poora desh waise hi khil uthega. #happynewyear2020
— kunal kohli (@kunalkohli) November 14, 2020 " class="align-text-top noRightClick twitterSection" data="
">#HappyDiwali pls try not to burn crackers. Other ways to display & express emotions. #bandra has been beautifully lit up with lights all over, decorate your home & neighbourhood,poora desh waise hi khil uthega. #happynewyear2020
— kunal kohli (@kunalkohli) November 14, 2020#HappyDiwali pls try not to burn crackers. Other ways to display & express emotions. #bandra has been beautifully lit up with lights all over, decorate your home & neighbourhood,poora desh waise hi khil uthega. #happynewyear2020
— kunal kohli (@kunalkohli) November 14, 2020