ETV Bharat / sitara

ଗଣେଶ ଚତୁର୍ଥୀରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ବି-ଟାଉନ ସେଲିବ୍ରିଟି - bollywood celebrities extend warm wishes

ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଗଣେଶଙ୍କ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

bollywood celebrities extend warm wishes on ganesh chaturthi
ଗଣେଶ ଚତୁର୍ଥୀରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ବି-ଟାଉନ ସେଲିବ୍ରିଟି
author img

By

Published : Aug 22, 2020, 3:54 PM IST

ମୁମ୍ବାଇ: କରୋନା ଭାଇରସ ମହାମାରୀ ମଧ୍ୟରେ ଗଣେଶ ଚତୁର୍ଥୀ ମହୋତ୍ସବ ଆଜି ସାରା ଦେଶରେ ବହୁତ ଧୁମଧାମର ସହ ପାଳନ କରାଯାଉଛି । ମୁମ୍ବାଇରେ ମଧ୍ୟ ଏହି ପର୍ବ ଏକ ଭିନ୍ନ ଉତ୍ସାହରେ ଦେଖିବାକୁ ମିଳେ ।

ଯେଉଁଥିରେ ବହୁ ବଲିଉଡ ତାରକାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏଥିସହିତ ଅନେକ ସେଲିବ୍ରିଟିମାନେ ମଧ୍ୟ ଗଣପତିଙ୍କ ମୂର୍ତ୍ତୀ ନିଜ ଘରକୁ ଆଣିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସର୍ବପ୍ରଥମେ, ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ତାଙ୍କ ଘରକୁ ଭଗବାନ ଗଣେଶଙ୍କ ମୂର୍ତ୍ତୀ ନେଇଥିବାର ନଜର ଆସିଥିଲେ । ଏଥର ଶିଳ୍ପାଙ୍କ ପାଇଁ ଏହି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହା ତାଙ୍କ ଝିଅଙ୍କର ପ୍ରଥମ ପୂଜା ଅଟେ । ଏହାପୂର୍ବରୁ ଶିଳ୍ପା ତାଙ୍କ ପୁଅ ଏବଂ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଏହି ଉତ୍ସବ ପାଳନ କରିଆସୁଥିଲେ ।

  • The most loved god of the hindu pantheon, Ganesh ji is the harbinger of good and is worshipped far and wide with fervour. May this Ganesh Chaturthi bring u all health, happiness & prosperity & save u from evil.🙏
    Happy Ganesh Chaturthi🌺 pic.twitter.com/V9xkR3E50y

    — Hema Malini (@dreamgirlhema) August 22, 2020 " class="align-text-top noRightClick twitterSection" data=" ">

ମେଗାଷ୍ଟାର ଅମିତାଭ ବଚ୍ଚନ ଟ୍ୱିଟରରେ ଗଣେଶ ସେଲିବ୍ରେସନର ଫଟୋ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଏହି ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଫଟୋଗୁଡ଼ିକରେ ଅଭିନେତା ଗଣେଶଙ୍କ ପ୍ରତିମାଙ୍କ ପାଦ ଛୁଇଁଥିବାର ଏବଂ ପୁଅ ଅଭିଷେକ ବଚ୍ଚନଙ୍କ ସହ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟ ସହିତ ଥିବା କ୍ୟାପସନରେ ଅମିତାଭ ଲେଖିଛନ୍ତି, ଗଣପତି ବାପ୍ପା ମୋରିଆ ।

ଅଭିନେତ୍ରୀ ହେମା ମାଲିନି ଟ୍ୱିଟରରେ ଗଣପତିଙ୍କ ମୂର୍ତ୍ତୀ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଗଣେଶ ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ପୋଷ୍ଟର କ୍ୟାପସନରେ ହେମା ଲେଖିଛନ୍ତି, "ଗଣେଶ ଜୀ, ହିନ୍ଦୁମାନଙ୍କର ସବୁଠାରୁ ପ୍ରିୟ ଦେବତା । ଏହି ଗଣେଶ ଚତୁର୍ଥୀ ଅବସରରେ ମୁଁ ସମସ୍ତଙ୍କର ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରୁଛି ।

  • This year, we need the 'Dukh Harta' to take away our problems & bless us with better times...

    Wishing safety & peace for all. #HappyGaneshChaturthi 🙏🏼

    — Kajol (@itsKajolD) August 22, 2020 " class="align-text-top noRightClick twitterSection" data=" ">

ଅଭିନେତା ନୀଲ ନିତିନ ମୁକେଶ ତାଙ୍କ ଘରକୁ ଆଣିଥିବା ଗଣପତିଙ୍କ ମୂର୍ତ୍ତୀକୁ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଭିନେତା ଅଜୟ ଦେବଗନ୍ ଗଣେଶଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି,“ଗଣପତି ବାପ୍ପା ମୋରିଆ”।

  • आप सभी को गणेश चतुर्थी की हार्दिक शुभकामनाएं दी। प्रभू से आपके और आपके परिवार के सुख, समृद्धि, अच्छे स्वास्थ्य और मन की शांति की कामना करता हूँ। गणपति बप्पा मोरया !! 🙏😍🙏#HappyGaneshChaturthi pic.twitter.com/rtyAAY71ZG

    — Anupam Kher (@AnupamPKher) August 22, 2020 " class="align-text-top noRightClick twitterSection" data=" ">

ଅଭିନେତ୍ରୀ କାଜୋଲ ଟ୍ୱିଟରରେ ଗଣେଶଙ୍କ ଏକ ଫଟୋ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଏହି ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟ ସହିତ କାଜୋଲ ଲେଖିଛନ୍ତି, ଏହି ଗଣେଶ ଚତୁର୍ଥୀ ଅବସରରେ ମୁଁ ସମସ୍ତଙ୍କ ପାଇଁ ନିରାପତ୍ତା ଏବଂ ଶାନ୍ତି କାମନା କରୁଛି । “ଗଣେଶ ଚତୁର୍ଥୀ”।

ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଟ୍ୱିଟରରେ ଗଣେଶଙ୍କ ଏକ ଫଟୋ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଏହି ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

ସୁନୀଲ ଶେଟ୍ଟୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଗଣେଶଙ୍କ ଏକ ଫଟୋ ସେୟାର କରି ପ୍ରଂଶସକମାନଙ୍କୁ ଏହି ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟ ସହିତ ସୁନୀଲ ଲେଖିଛନ୍ତି, 'ଗଣପତି ବାପ୍ପା ମୋରିଆ' ।

ଅଭିନେତା ଅନୁପମ ଖେର ମଧ୍ୟ ପ୍ରଶଂସକମାନଙ୍କ ପାଇଁ ଏକ ନୋଟ ଲେଖି ସମସ୍ତଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା । ମୁଁ ଭଗବାନଙ୍କ ନିକଟରେ ସମସ୍ତଙ୍କ ପରିବାରର ସୁଖ, ସମୃଦ୍ଧତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି କାମନା କରୁଛି । “ଗଣପତି ବାପ୍ପା ମୋରିଆ”।

ଏହା ବ୍ୟତୀତ ବିଦ୍ୟା ବାଲାନ, ଉର୍ମିଲା, ମାଧୁରୀ ଦୀକ୍ଷିତ, ପରେଶ ରାୱଲ, ପ୍ରିୟଙ୍କା ଚୋପ୍ରା ଏବଂ ଅକ୍ଷୟ କୁମାର ମଧ୍ୟ ଗଣେଶ ଚତୁର୍ଥୀରେ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହ କରୀନା କପୁର ଖାନ ତୈମୁରର ଏକ ସୁନ୍ଦର ଫଟୋ ସେୟାର କରି ସମସ୍ତଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି ।

ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷି ଚିଲ୍ଲର ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗଣେଶଙ୍କର ଅନେକ ଫଟୋ ସେୟାର କରି ସମସ୍ତଙ୍କୁ ଏହି ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶ ଥାଉ କି, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ସମେତ ଅନ୍ୟାନ୍ୟ ରାଜ୍ୟରେ ଗଣେଶ ଚତୁର୍ଥୀ ମହୋତ୍ସବ ବହୁତ ଧୁମଧାମରେ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.