ETV Bharat / sitara

‘ଫାଦର୍ସ ଡେ’ ପାଳୁଛି ବଲିଉଡ

ବଲିଉଡ ପାଳନ କରୁଛି ଫାଦର୍ସ ଡେ । ପିତାଙ୍କ ଦିନରେ ନିଜ ନିଜ ପିତାଙ୍କୁ ଏହି ଦିନର ଶୁଭେଚ୍ଛା ଦେଇଛନ୍ତି ।

author img

By

Published : Jun 16, 2019, 2:38 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଦେଶ ସେଲିବ୍ରେଟ କରୁଛି ଫାଦର୍ସ ଡେ । ଏବି ଅବସରରେ ବଲିଉଡର ସିତାରା ମଧ୍ୟ ପଛରେ ନାହାଁନ୍ତି । ବବି ଦେଓଲଙ୍କଠୁ ଆରମ୍ଭ କରି ରଣବୀର ସିଂହ ସମସ୍ତେ ସେଲିବ୍ରେଟ କରିଛନ୍ତି ଫାଦର୍ସ ଡେ ।

ଅଭିନେତା ରଣବୀର ସିଂହ ଇନଷ୍ଟାଗ୍ରାମରେ ପିତା ଜଗଜୀତ ସିଂହ ଭଗନାନୀଙ୍କ ପୁରୁଣା ଫଟୋ ସେୟାର କରି ଫାଦର୍ସ ଡେ ର ଶୁଭକାମନା ଜଣେଇଛନ୍ତି ।

fathers day
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/ranveersingh

ଅନ୍ୟପକ୍ଷେ ବଲିଉଡ ଅଭିନେତା ବବି ଦେଓଲ ମଧ୍ୟ ଇନଷ୍ଟାଗ୍ରାମରେ ପିତା ଧର୍ମେନ୍ଦ୍ର ସହ ପୁଅ ଆର୍ଯ୍ୟମାନ ଦେଓଲଙ୍କ ଫଟୋ ସେୟାର କରିଥିଲେ । ଏହାସହ ଆର୍ଯ୍ୟମାନଙ୍କୁ 18ତମ ଜନ୍ମଦିନର ଶୁଭକାମନା ଦେଇଛନ୍ତି ।

fathers day
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/iambobbydeol

ରିଧିମା କପୁର ସାହଣୀ ମଧ୍ୟ ପିତା ଋଷି କପୁରଙ୍କ ଏହି ଖାସଦିନର ଶୁଭେଚ୍ଛା ଜଣାଇଥିଲେ । ଅଭିନେତା ବରୁଣ ଧୱନ ମଧ୍ୟ ଏକ ମଜାଦାର ଭିଡିଓ ସେୟାର କରିଥିଲେ ଏହି ଭିଡିଓରେ ପିତା ଡାଭିଡ ଧୱନ ବରୁଣଙ୍କୁ ମାରୁଥିବାର ନଜର ଆସିଛି ।

fathers day
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/saraalikhan95

ତେବେ ଅଭିନେତ୍ରୀ ରକୁଲ ପ୍ରୀତ ମଧ୍ୟ ଫାଦର୍ସ ଡେ ର ଶୁଭେଚ୍ଛା ଦେଇଛନ୍ତି । ଅନ୍ୟପକ୍ଷେ ସାରା ଅଲ୍ଲୀ ଖାନ ପିତା ସୈଫ ଅଲ୍ଲୀ ଖାନଙ୍କ ସହ ପିଲାଦିନର ଏକ ଫଟୋ ସେୟାର କରି ପିତାଙ୍କୁ ସବୁବେଳେ ସାଥିରେ ରହିଥିବାରୁ ଧନ୍ୟବାଦ ଦେଇଛନ୍ତି ।

fathers day
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/rakulpreet

ଅଭିନେତ୍ରୀ ସୋନମ କପୁର ମଧ୍ୟ ପିଲାବେଳର ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଅନୀଲ କପୁର ଛୋଟ ସୋନମଙ୍କୁ କୋଳେଇ ଧରିଥିଲେ । ଅନ୍ୟପକ୍ଷେ ଆଥିୟା ସେଟ୍ଟି, ସୁନୀଲ ସେଟ୍ଟିଙ୍କ ଏକ ମଜାଦାର ଫଟୋ ସେୟାର କରିଥିଲେ ।

fathers day
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/athiyashetty
fathers day
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/sonamkapoor

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.