ETV Bharat / sitara

ବିନ୍ଦି ପାଇଁ ବେବୋଙ୍କ ପ୍ରେମ, ଫଟୋ ଭାଇରାଲ

author img

By

Published : Nov 11, 2020, 9:06 AM IST

ଗର୍ଭବତୀ ପାଇଁ କାମରୁ ଛୁଟି ନେଇ ଘରେ ସମୟ ବିତାଉଛନ୍ତି କରୀନା । ଯାହା ପାଇଁ ତାଙ୍କୁ ମେକଅପ୍ କରିବାକୁ ପଡୁନାହିଁ । ବିନା ମେକଅପ୍‌ରେ ବିନ୍ଦି ଲଗାଇ ଫ୍ୟାନ୍ସଙ୍କୁ କଲେ ଦିୱାନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ

ମୁମ୍ବାଇ: ଦ୍ବିତୀୟ ଥର ମା' ହେବାକୁ ଯାଉଛନ୍ତି ବି-ଟାଉନର ବେବୋ କରୀନା କପୁର ଖାନ । ଏହାକୁ ନେଇ ଏକ୍ସାଇଟେଡ ପରିବାର । ସୋସିଆଲ ମିଡିଆରେ ଏହାର ସୂଚନା ଦେଇ ସେ ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ । ଗର୍ଭବତୀ ପାଇଁ ସେ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି । ହେଲେ ଏବେ ତାଙ୍କ ବିନ୍ଦି ଲୁକରେ ଫିଦା ହୋଇଯାଇଛନ୍ତି ଫ୍ୟାନ୍ସ । ବିନା ମେକଅପ୍‌ରେ ମଧ୍ୟ କରୀନା ବିନ୍ଦି ଲଗାଇ ଖୁବ୍ ସୁନ୍ଦର ନଜର ଆସୁଛନ୍ତି ।

ମଙ୍ଗଳବାର କରୀନା ନିଜର ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ନୋ ମେକଅପ୍ ଫଟୋ ।’ ଦ୍ବିତୀୟଥର ମା' ହେବାର ଖୁସି ତାଙ୍କ ଚେହେରାରେ ବର୍ତ୍ତମାନ ଦେଖିବାକୁ ମିଳୁଛି । ଆପଣ ବି ଦେଖନ୍ତୁ ତାଙ୍କର ଏହି ଫଟୋ...

ପ୍ରକାଶ ଥାଉକି ସୁପରଷ୍ଟାର ଆମୀର ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ନଜର ଆସିବେ କରୀନା । ଯାହାର ସୁଟିଂ ସେ ନିକଟରେ ଶେଷ କରିଥିଲା । ଏହି ଫିଲ୍ମ ହଲିଉଡର ସୁପରହିଟ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ । ଯେଉଁଥିରେ ଆମୀରଙ୍କ ପଞ୍ଜାବୀ ଲୁକ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.