ETV Bharat / sitara

ବୁଲବୁଲ ଅବତାରରେ ଫେରିବେ ଦବଙ୍ଗ ଗାର୍ଲ

author img

By

Published : Mar 4, 2021, 7:30 AM IST

ଭାରତୀୟ ଆଉଟଫିଟ୍‌ରେ ନଜର ଆସିଲେ ସୋନାକ୍ଷୀ । ନିଜ ଆଗାମୀ ଫିଲ୍ମ ପାଇଁ ସାଜିଲେ ବୁଲବୁଲ । ନେଟଫ୍ଲିକ୍ସରେ ରିଲିଜ ହେବ ତାଙ୍କ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ବୁଧବାର ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ ଦେଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଘୋଷଣା କଲେ ନିଜ ଆଗାମୀ ପ୍ରୋଜେକ୍ଟ । ସେ ଖୁବସୀଘ୍ର ଫିଲ୍ମ ‘ବୁଲବୁଲ ତରଙ୍ଗ’ରେ ନଜର ଆସିବେ । ଆଉ ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ଏସବୁର ସୂଚନା ସେ ନିଜର ଏକ ସୁନ୍ଦର ଫଟୋ ସେୟାର କରି ଦେଇଛନ୍ତି ।

ଭାଇରାଲ ହେଉଥିବା ଫଟୋରେ ସୋନାକ୍ଷୀଙ୍କ ଇଣ୍ଡିଆନ ଲୁକ୍ ଦେଖିବାକୁ ମିଳୁଛି । ଫୁଲ ବଗିଚାରେ ବସି ବ୍ଲୁ ରଙ୍ଗର ସାଲୱାର କମୀଜ ପିନ୍ଧିଥିବାର ନଜର ଆସୁଛନ୍ତି । ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ଭେଟନ୍ତୁ ବୁଲବୁଲଙ୍କ ସହ । ଯିଏ ନିଜ ସ୍ବପ୍ନ ପୂରଣ କରିବାରେ ବିଶ୍ବାସ ରଖନ୍ତି । ମୋ ଆଗାମୀ ଫିଲ୍ମର ଘୋଷଣା କରି ମତେ ଖୁସି ଅନୁଭବ ହେଉଛି । ନେଟଫ୍ଲିକ୍ସରେ ଖୁବଶୀଘ୍ର ରିଲିଜ ହେବ।’

ସେହିପରି ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ଶ୍ରୀ ନାରାୟଣ ସିଂ କରୁଛନ୍ତି । ‘ବୁଲବୁଲ ତରଙ୍ଗ’ ବାସ୍ତବ କାହାଣୀକୁ ନେଇ ଆଧାରିତ । ସୋନାକ୍ଷୀଙ୍କ ସହ ଫିଲ୍ମରେ ଅଭିନେତା ରାଜ ବବ୍ବର ଏବଂ ତାହିର ରାଜ୍ ଭାସିନଙ୍କୁ ଦେଖିବାକୁ ମିଳିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.