ETV Bharat / sitara

ବିରାଟ ନୁହେଁ, ଆଫଗାନିସ୍ତାନ କ୍ରିକେଟରଙ୍କ ପତ୍ନୀ ଅନୁଷ୍କା ! - ଗୁଗଲ ସର୍ଚ୍ଚରେ ଅନୁଷ୍କା ଶର୍ମାଙ୍କ ନାମ

ଗୁଗଲ ସର୍ଚ୍ଚରେ ବିଦେଶୀ କ୍ରିକେଟର ରାଶିଦଙ୍କ ନାମ ସହ ଯୋଡା ଗଲା ଅନୁଷ୍କାଙ୍କ ନାମ । ବନ୍ଧୁ ନୁହେଁ ପତ୍ନୀଙ୍କ ରୂପେ ଆସିଲେ ନଜର ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 12, 2020, 1:07 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଫେମସ କ୍ରିକେଟର ବିରାଟ କୋହଲି ବାପା-ମା' ହେବାକୁ ଯାଉଛନ୍ତି । ଯାହାକୁ ନେଇ କିଛି ଦିନରୁ ଚର୍ଚ୍ଚା । ବିରୁଷ୍କା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଥିଲେ । ହେଲେ ଏବେ ଅନୁଷ୍କାଙ୍କୁ ନେଇ ନୂଆ ଚର୍ଚ୍ଚା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

କଥାଟି ହେଲା ଯେ ଗୁଗଲ ସର୍ଚ୍ଚରେ ଅନୁଷ୍କାଙ୍କୁ ନେଇ ଏମିତି ଆଶ୍ଚର୍ଯ୍ୟକର ଜିନିଷ ଦେଖିବାକୁ ମିଳୁଛି । ଯାହାର ଚର୍ଚ୍ଚା ବର୍ତ୍ତମାନ ସବୁ ମହଲରେ । ମଜାଦାର କଥା ହେଲା ଯେ ଅନୁଷ୍କାଙ୍କ ନାମ ଗୁଗଲରେ ସର୍ଚ୍ଚ କଲେ ଆଫଗାନିସ୍ତାନ କ୍ରିକେଟର ରାଶିଦ୍ ଖାନଙ୍କ ପତ୍ନୀ ବୋଲି ଦେଖିବାକୁ ମିଳୁଛି । ଖାଲି ଏତିକି ନୁହେଁ ଫଟୋରେ ମଧ୍ୟ ଅନୁଷ୍କା ନଜର ଆସୁଛନ୍ତି । ଯାହାର ଅନେକ ସ୍କ୍ରିନସଟ ସୋସିଆଲ ମିଡିଆରେ ଏବେ ଘୁରିବୁଲୁଛି । ତେବେ ଆସନ୍ତୁ ଜାଣିବା କାହିଁକି ଏପରି ଗୁଗଲ ସର୍ଚ୍ଚରେ ଦେଖିବାକୁ ମିଳୁଛି...

ପ୍ରକାଶ ଥାଉକି ଏହି ମାମଲାଟି 2018ରେ ଆରମ୍ଭ ହୋଇଥିଲା । ଯେବେ ରାଶିଦ ଏକ ଲାଇଭ ସେସନରେ ବଲିଉଡର ନିଜ ପସନ୍ଦୀୟ ଅଭିନେତ୍ରୀଙ୍କ ନାମରେ ଅନୁଷ୍କା ଓ ପ୍ରୀତି ଜିଣ୍ଟାଙ୍କ ନାମ ଲେଖିଥିଲେ । ଯାହାପରଠୁ ଗୁଗଲରେ ତାଙ୍କ ପତ୍ନୀ ରୂପେ ଅନୁଷ୍କା ନାମ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.