ETV Bharat / sitara

କୋରୋନାରେ ଆକ୍ରାନ୍ତ ହେଲେ ରଣବୀର - ରଣବୀର ସୌରୀଙ୍କ କୋରୋନା ରିପୋର୍ଟ

ଟ୍ବିଟ କରି କୋରୋନା ପଜିଟିଭ ହେବା କଥା ଜଣାଇଲେ ରଣବୀର । ବର୍ତ୍ତମାନ ସେ କ୍ବାରେଣ୍ଟାଇନ ଅଛନ୍ତି । ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ହୋଇସାରିଛନ୍ତି ସଂକ୍ରମିତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସୌରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସୌରୀ
author img

By

Published : Feb 17, 2021, 1:14 PM IST

ମୁମ୍ବାଇ: ଧିରେ ଧିରେ କରି ଦେଶରେ କୋରୋନା ସଂକ୍ରମଣ କମୁଥିବା ବେଳେ ପୁଣି ସଂକ୍ରମିତ ହେଉଛନ୍ତି ଜନସାଧାରଣ । ସେପଟେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, କନିକା କପୁର, କିରନ କୁମାର ଭଳି ସେଲିବ୍ରିଟି ମଧ୍ୟ ସଂକ୍ରମିତ ହୋଇସାରିଛନ୍ତି । ଆଉ ଏବେ ପୁଣି ଜଣେ ଅଭିନେତାଙ୍କ କୋରୋନା ପଜିଟିଭି ଖବର ସାମ୍ନାକୁ ଆସିଛି । ଏଥର ରଣବୀର ସୌରୀଙ୍କ ରିପୋର୍ଟ ପଜିଟିଭ ବାହାରିଛି ।

  • I have tested positive for #COVID19. Symptoms are mild. Am quarantining.

    — Ranvir Shorey (@RanvirShorey) February 17, 2021 " class="align-text-top noRightClick twitterSection" data=" ">

ସୋସିଆଲ ମିଡିଆରେ ଏହାର ସୂଚନା ଦେଇ ସେ ଲେଖିଛନ୍ତି, ‘ମୋର ରିପୋର୍ଟ କୋଭିଡ ପଜିଟିଭ ବାହାରିଛି । ଲକ୍ଷଣ ନର୍ମାଲ ଅଛି । ଏବେ କ୍ବାରେଣ୍ଟାଇନରେ ।’

ପ୍ରକାଶ ଥାଉକି ନିକଟରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିବା ଆମେରିକାର ପପ୍ ଗାୟିକା ରିହାନା ଏବଂ ଜଳବାୟ କାର୍ଯ୍ୟକର୍ତ୍ତା ଗ୍ରେଟାଙ୍କ ସପକ୍ଷରେ ନଜର ଆସିଥିଲେ ରଣବୀର । #IndiaTogether ଜରିଆରେ ରିହାନା ଓ ଗ୍ରେଟାଙ୍କ ଉପରେ ନିର୍ମାଣ ହୋଇଥିବା ଏକ ଗୀତ ମଧ୍ୟ ସେୟାର କରିଥିଲେ ସେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.