ETV Bharat / sitara

ଦିଲ୍ଲୀପଙ୍କୁ ମନେ ପଡିଲା ନର୍ଗିସଙ୍କ କଥା, ଫଟୋରେ ପଚାରିଲେ ପ୍ରଶ୍ନ - ଭେଟେରାନ ଆକ୍ଟର ଦିଲ୍ଲୀପ କୁମାରଙ୍କ ନ୍ୟୁଜ

ଭାଇରାଲ ହେଉଛି ଦିଲ୍ଲୀପ କୁମାରଙ୍କ ଟ୍ବିଟ ପୋଷ୍ଟ । ଯେଉଁଥିରେ ନର୍ଗିସଙ୍କ ସହ ଆସୁଛନ୍ତି ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jun 14, 2021, 7:10 AM IST

ମୁମ୍ବାଇ: ନିକଟରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର । ହେଲେ ଏବେ ସୁସ୍ଥ ହୋଇ ଘରେ ଅଛନ୍ତି ସେ । ଏହାସହ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟଭ ନଜର ଆସୁଛନ୍ତି । ଇତିମଧ୍ୟରେ ତାଙ୍କୁ ମନେ ପଡିଯାଇଛି ବି-ଟାଉନର ମଦର ଇଣ୍ଡିଆ ତଥା ନର୍ଗିସ ଦତ୍ତଙ୍କ କଥା । ଏଥିପାଇଁ ସେ ନର୍ଗିସଙ୍କ ସହ ନିଜର ବହୁ ପୁରୁଣା ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଦିଲ୍ଲୀପ କୁମାର
ଫଟୋ ସୌଜନ୍ୟ: ଟ୍ବିଟର@ଦିଲ୍ଲୀପ କୁମାର

ଅଭିନେତା ଟ୍ବିଟରେ ନର୍ଗିସଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘କିଛି ଆଇଡିଆ ଅଛି ଏହି ଫଟୋ କେଉଁଠାରେ ଏବଂ କେବେ କ୍ଲିକ୍ କରାଯାଇଥିଲା ।’ ଏବେ ଦିଲ୍ଲୀପଙ୍କ ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେପଟେ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି ।

ଜଣେ ଫ୍ୟାନ କମେଣ୍ଟରେ ଲେଖିଛନ୍ତି, ‘ଏହି ଫଟୋଟି ଫିଲ୍ମ ବାବୁଲର । ଯେଉଁଥିରେ ଦିଲ୍ଲୀପ ଅଭିନେତ୍ରୀ ନର୍ଗିସଙ୍କ ସହ ଅଭିନୟ କରିଥିଲେ ।’ ସେହିପରି ଦ୍ବିତୀୟ ଫ୍ୟାନ ଲେଖିଛନ୍ତି, ‘ବାବୁଲ ସୁଟିଂ ସମୟରେ ଏହି ଫଟୋ କ୍ଲିକ୍ କରାଯାଇଛି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.