ETV Bharat / sitara

ସୋସିଆଲ ମିଡିଆରେ ଛାଇଲା ଅର୍ଜୁନଙ୍କ ଯାଦୁ, ବାଃ ବାଃ କହିଲେ ଫ୍ୟାନ୍ସ

author img

By

Published : Dec 4, 2020, 1:03 PM IST

ଭାଇରାଲ ହେଉଛି ଅର୍ଜୁନଙ୍କ ନୂଆ ପୋଷ୍ଟ । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଚର୍ଚ୍ଚାରେ ଅଭିନେତା । ନିକଟରେ ହୋଇସାରିଛନ୍ତି ହଟହଟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ

ମୁମ୍ବାଇ: ନିକଟରେ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ ରାମପାଲ ସମସ୍ୟା ଘେରରେ ଆସିଥିଲେ । ତାଙ୍କ ସମ୍ପର୍କୀୟ ନାଁ ବଲିଉଡ ଡ୍ରଗ୍ସ କେସରେ ଆସିବା ପରେ ତାଙ୍କୁ ଜେରା କରିଥିଲା ଏନସିବି । ଦୁଇ ଦୁଇଥର ବୟାନ ଦେବାକୁ ସେ ଏନସିବି ଅଫିସରେ ପହଞ୍ଚିଥିଲେ । ଅର୍ଜୁନଙ୍କ ସହ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । କାରଣ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ହେଲେ ଇତିମଧ୍ୟରେ ଅର୍ଜୁନ ଏସବୁ ଜିନିଷକୁ ଭୁଲ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି । ଆଉ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି ନିଜର ଜବରଦସ୍ତ ଫଟୋ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି ତାଙ୍କ ହ୍ୟାଣ୍ଡସମ ଲୁକ । ସାର୍ଟ ପିନ୍ଧୁଥିବାର ନଜର ଆସୁଛନ୍ତି ସେ । ଏବେ ତାଙ୍କ ଫଟୋରେ ବାଃ ବାଃ କହିବାରେ ଲାଗିଛନ୍ତି ଫ୍ୟାନ୍ସ । ଆପଣ ବି ଦେଖନ୍ତୁ ତାଙ୍କ ଅବତାର...

ପ୍ରକାଶ ଥାଉକି ନିକଟରେ ଅର୍ଜୁନ ନିଜର 48ତମ ଜନ୍ମଦିନ ସେଲିବ୍ରେଶନ କରିଥିଲେ । ତାଙ୍କୁ ସ୍ପେଶାଲ ବର୍ଥଡେ ୱିଶ କରିଥିଲେ ଗାବ୍ରିଏଲା । ସେ ଇନଷ୍ଟାଗ୍ରମରେ ଅର୍ଜୁନଙ୍କ ସହ ଦୁଇ ଝିଅ ଓ ପୁଅଙ୍କ ଫଟୋ ପୋଷ୍ଟ କରି ଲେଖିଥିଲେ ଇମୋସନାଲ ପୋଷ୍ଟ । ଯଦି ଅର୍ଜୁନଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ ସେ ଜି5ରେ ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ନେଲପଲ୍ସି’ରେ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.