ETV Bharat / sitara

ଅକ୍ଷୟଙ୍କ 2ଟି ଫିଲ୍ମକୁ ନମୋ ଟିଭିରେ ପ୍ରସାରଣ ପାଇଁ ଆବେଦନ - EC

ଅକ୍ଷୟଙ୍କ ଫିଲ୍ମ ପ୍ୟାଡମ୍ୟାନ ଓ ଟଏଲେଟ ଏକ ପ୍ରେମ କଥାକୁ ନମୋ ଟିଭିରେ ପ୍ରସାରଣ ପାଇଁ ଆବେଦନ କଲା ବିଜେପି । ନିର୍ବାଚନ କମିଶନ ଆଗରେ ଆବେଦନ କରିଛି ବିଜେପି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 4, 2019, 11:50 AM IST

ହାଇଦ୍ରାବାଦ: ନମୋ ଟିଭିରେ ଅକ୍ଷୟଙ୍କ ଦୁଇଟି ଫିଲ୍ମ ପ୍ୟାଡମ୍ୟାନ ଓ ଟଏଲେଟ ଏକ ପ୍ରେମ କଥାର ପ୍ରସାରଣ ପାଇଁ ବିଜେପି ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରିଛି । ନମୋ ଟିଭିରେ କୌଣସି ଶୋର ପ୍ରସାରଣ ପୂର୍ବରୁ ତାକୁ ପୂର୍ବ ପ୍ରମାଣିତ କରାଯିବ ବୋଲି କହିଥିଲେ ନିର୍ବାଚନ କମିଶନ । ତେଣୁ ଅକ୍ଷୟଙ୍କ ଫିଲ୍ମର ପ୍ରସାରଣ ପୂର୍ବରୁ ଏହାକୁ ନିର୍ବାଚନ କମିଶନଙ୍କ ଆଗରେ ଯାଞ୍ଚ ପାଇଁ ଆବେଦନ କରିଛି ବିଜେପି ।

Akhshay kumar
ଡିଜାଇନ ଫଟୋ

ଅକ୍ଷୟ କୁମାର ଅଭିନୀତ ଫିଲ୍ମ ପ୍ୟାଡମ୍ୟାନ 2017ରେ ରିଲିଜ ହୋଇଥିବାବେଳେ ଟଏଲେଟ ଏକ ପ୍ରେମ କଥା 2018ରେ ରିଲିଜ ହୋଇଥିଲା । ତେବେ ପ୍ୟାଡମ୍ୟାନ ଫିଲ୍ମ ମହିଳା ମାନଙ୍କ ମାସିକ ଧର୍ମ ଉପରେ ଆଧାରିତ ଥିଲା । ବିଜେପି ସରକାର ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଯୋଜନାମାନ କରିଛନ୍ତି । ସେହିପରି ଟଏଲେଟ ଏକ ପ୍ରେମ କଥା ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ ଥିଲା ।

ତେବେ କିଛି ଦିନ ହେବ ଭୋଟ ଦେଇନଥିବାରୁ ଓ କାନାଡା ନାଗରିକତା କାରଣରୁ ବିବାଦ ଘେରରେ ଥିଲେ ଅକ୍ଷୟ । ମାତ୍ର ଏନେଇ ଅକ୍ଷୟ ଜବାବ ରଖିଥିଲେ ଆଉ କହିଥିଲେ ବଲିଉଡ ଛାଡି କାନାଡାର ବାସିନ୍ଦା ହେଇଯିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସ୍ବତନ୍ତ୍ର ଅଣରାଜନୈତିକ ସାକ୍ଷାତକାର ପାଇଁ ଚର୍ଚ୍ଚାରେ ଥିଲେ ଅକ୍ଷୟ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.