ETV Bharat / sitara

ହେଟ ଷ୍ଟୋରୀ ଫେମ ଜରିନ୍ @32

ଅଭିନେତ୍ରୀ ଜରିନ ଖାନ ଆଜି ପାଳନ କରୁଛନ୍ତି ନିଜର 32ତମ ଜନ୍ମଦିନ । ତେବେ ବଲିଉଡକୁ ଆସିବା ପୂର୍ବରୁ କଲ ସେଣ୍ଚରରେ କାମ କରୁଥିଲେ ଜରିନ ।

author img

By

Published : May 14, 2019, 12:11 PM IST

ଫଟୋ ସୌଜନ୍ୟ: ଟ୍ବିଟର/Zareen Khan

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଜରିନ ଖାନ ଆଜି ନିଜର 32ତମ ଜନ୍ମଦିନ ପାଳନ କରୁଛନ୍ତି । ମୁମ୍ବାଇରେ ରହୁଥିବା ଜରିନ 2010ରେ ସଲମାନଙ୍କ ସହ 'ବୀର' ଫିଲ୍ମ ଜରିଆରେ ବଲିଉଡକୁ ଏଣ୍ଟ୍ରି ମାରିଥିଲେ । ବୀର ପରେ ଜରିନ ଅନେକ ବୋଲ୍ଡ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି । ହେଟ ଷ୍ଚୋରୀ-3 ପରେ ଜରିନଙ୍କ ବୋଲ୍ଡ ଲୁକ ଦେଖିବାକୁ ମିଳିଥିଲା ।

ଛୋଟ ବେଳେ ଡାକ୍ତର ହେବାର ସ୍ବପ୍ନ ଦେଖୁଥିବା ଜରିନ କେବେ ଭାବିନଥିଲେ ଅଭିନୟ କରିବେ । ବଲିଉଡରେ ଏଣ୍ଟ୍ରି ପୂର୍ବରୁ ଜରିନ କଲ ସେଣ୍ଟରରେ କାମ କରୁଥିଲେ । ଡାକ୍ତରୀ ପାଠ ପଢୁଥିବା ସମୟରେ ଘରର ଆର୍ଥିକ ସ୍ଥିତି ଖରାପ ହେବାରୁ ପାଠ ଅଧାରୁ ଛାଡିବାକୁ ପଡିଥିଲା ଜରିନଙ୍କୁ ।

ଜରିନ କଲ ସେଣ୍ଟରରେ କାମ କରିବା ସମୟରେ ମଡେଲିଂ କରିବାରେ ଲାଗିଲେ । ତେବେ ବଲିଉଡ ପୂର୍ବରୁ ଜରିନ ପଞ୍ଜାବି ଫିଲ୍ମରେ କାମ କରିଥିଲେ । ତେବେ ପରେ 2010ରେ କ୍ୟାଟ୍ରିନା ଫିଲ୍ମ ପାଇଁ ମନା କରିବାରୁ ଜରିନଙ୍କୁ ବୀର ଫିଲ୍ମ ପାଇଁ ଚୟନ କରାଯାଇଥିଲା । ଏହାପରେ ଜରିନ ପପୁଲାର ହୋଇଥିଲେ ।

ତେବେ 'ଯୁବରାଜ'ର ସେଟ ରେ ହିଁ ସଲମାନ ଜରିନଙ୍କୁ ଦେଖିଥିଲେ । ଜରିନଙ୍କ ଭିତରେ ରାଜକୁମାରୀ ଭଳି ଖାସିୟତ ଅଛି ବୋଲି ଲକ୍ଷ୍ୟ କରିଥିଲେ ସଲମାନ ଓ ସେ ହିଁ ଜରିନଙ୍କୁ 'ବୀର'ଫିଲ୍ମରେ କାଷ୍ଟ କରିବା ପାଇଁ କହିଥିଲେ ।

Intro:Body:

sdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.