ETV Bharat / sitara

ବିରୁଷ୍କାଙ୍କୁ ନେଇ ମଜାଳିଆ ଜୋକ୍ସ ସେୟାର କଲେ ବିଗ୍ ବି - ବିରୁଷ୍କାଙ୍କ ଯୋଡିକୁ ନେଇ ଥଟ୍ଟା କଲେ ବିଗ ବି୍

କିଛି ଘଣ୍ଟା ପୂର୍ବରୁ ବିଗ୍ ବି ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ବିରାଟଙ୍କୁ ନେଇ ଏକ ମଜାଳିଆ ଜୋକ୍ସ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

Big B shares joke on Virushka with 'due respect'
ବିରୁଷ୍କାଙ୍କୁ ନେଇ ଏକ ମଜାଳିଆ ଜୋକ୍ସ ସେୟାର କଲେ ବିଗ୍ ବି
author img

By

Published : Apr 4, 2021, 6:53 PM IST

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି । ସେ ପ୍ରାୟତଃ ତାଙ୍କ ଚିନ୍ତାଧାରା ଏବଂ ନିତିଦିନିଆ ଜୀବନ ସହ ଜଡିତ ଅନୁଭୂତିକୁ ପ୍ରଶଂସକଙ୍କ ସହ ସେୟାର କରନ୍ତି । ବିଗ୍ ବି କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ବିରାଟଙ୍କୁ ନେଇ ଏକ ମଜାଳିଆ ଜୋକ୍ସ ସେୟାର କରିଛନ୍ତି ।

ବିଗ ବି ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଏକ ରଙ୍ଗୀନ ସାର୍ଟ ପିନ୍ଧିଛନ୍ତି ।

ଫଟୋ ସେୟାର କରି ବିଗ ବି ଲେଖିଛନ୍ତି, "ରଙ୍ଗ ଅଭିତକ ଉତରା ନେହିଁ : ଅର ତୌହାର କେ ଚୁଟକୁଲେ ବନ୍ଦ ନେହି ହୁଏ । ଅନୁଷ୍କା ଏବଂ ବିରାଟଙ୍କୁ ସମ୍ମାନ ଜଣାଇ" ।

ଅମିତାଭ ଆହୁରି ଲେଖିଛନ୍ତି, ଇଂରାଜୀ: ଅନୁଷ୍କାଙ୍କ ପାଖରେ ଏକ ବିରାଟ ଆପାର୍ଟମେଣ୍ଟ ଅଛି !

ହିନ୍ଦୀ: ଅନୁଷ୍କାଙ୍କ ପାଖରେ ବିରାଟ ଖୋଲି ଅଛନ୍ତି ।

Rang abhi tak utara nahin : और त्योहार के चुटकुले बंद नहीं हुए ।

With due respects to Anushka and Virat ..

ENGLISH :Anushka has a huge apartment !

HINDI : अनुष्का के पास विराट खोली है। !

ବିଗ୍ ବିଙ୍କର ଏହି ଥଟ୍ଟାରେ ପ୍ରଶଂସକମାନେ ବହୁ ପ୍ରତିକ୍ରିୟା ଦେଉଛନ୍ତି ।

ପ୍ରକାଶ ଥାଉ ଯେ, ଅନୁଷ୍କା ଶର୍ମା ଏବଂ ବିରାଟ ଉଭୟ ଗତ କିଛିଦିନ ହେବ ଏକ କନ୍ୟା ସନ୍ତାନ ପ୍ରାପ୍ତି କରିଛନ୍ତି । ଯାହାକୁ ନେଇ ଖୁସି ଦୁହେଁ । ଦୁହେଁଙ୍କ ଲାଡଲୀ ଭାମିକାଙ୍କୁ ଦୁଇ ମାସ ପୂରଣ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.