ମୁମ୍ବାଇ: ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ପୁଣି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ତାଙ୍କ ବୋଲ୍ଡ ଅନ୍ଦାଜ । କାରଣ ସେ କରିଛନ୍ତି ସେକ୍ସୀ ଫଟୋସୁଟ । ଯାହାକୁ ଦେଖି ଦିୱାନା ଫ୍ୟାନ୍ସ । ଫଟୋ ସେୟାର କରିବା ସହ ଖାସ୍ କ୍ୟାପସନ ମଧ୍ୟ ଦେଇଛନ୍ତି ସେ।
- " class="align-text-top noRightClick twitterSection" data="
">
କଥାଟି ହେଲା ଯେ ଇନଷ୍ଟାଗ୍ରାମର ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ଲୋକ ତ ନିହାତି ଦେଖିବେ । କାହିଁକି ନା ଆପଣ ଶାନଦାର ଦେଖାଯାଉଛନ୍ତି ।’ ଭାଇରାଲ ହେଉଥିବା ଫଟୋରେ ବ୍ଲାକ ଲେଦର ଆଉଟଫିଟ୍ ପିନ୍ଧି ନିଜକୁ ଆହୁରି ଆକର୍ଷଣୀୟ କରିଛନ୍ତି ନୁସରତ।
ଏଯାବତ ତାଙ୍କ ଏହି ପୋଷ୍ଟରେ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି । ସେପଟେ ଫ୍ୟାନ୍ସଙ୍କ କମେଣ୍ଟରେ ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ଆପଣ ବି ଦେଖନ୍ତୁ ଫଟୋ...