ETV Bharat / sitara

ଘରକୁ ଯିବାକୁ ଚାହୁଁନାହାଁନ୍ତି ବରୁଣ ! - remo d' souza

‘ଷ୍ଟ୍ରିଟଡ୍ୟାନ୍ସର’ର ସୁଟିଂ ସେଟରେ ଦେଖିବାକୁ ମିଳିଛି ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ମସ୍ତି । ସେଟରୁ ଘରକୁ ଆସିବାକୁ ଚାହୁଁନାହାଁନ୍ତି ଫିଲ୍ମର କଳାକାର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/ Varun Dhawan
author img

By

Published : Jun 3, 2019, 12:44 PM IST

Updated : Jun 3, 2019, 2:16 PM IST

ହାଇଦ୍ରାବାଦ: ‘ଷ୍ଟ୍ରିଟ ଡ୍ୟାନ୍ସର’ ସୁଟିଂକୁ କାଫି ଉପଭୋଗ କରୁଛନ୍ତି ବରୁଣ ଧୱନ ଓ ଶ୍ରଦ୍ଧା କପୁର । ଏମିତିକି ସୁଟିଂ ସାରି ଘରକୁ ବି ଆସିବାକୁ ଚାହୁଁନାହାଁନ୍ତି । ଏନେଇ ଏକ ଭିଡିଓ ସେୟାର କରିଛନ୍ତି ବରୁଣ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/ Varun Dhawan

ଭିଡିଓରେ ନିର୍ଦ୍ଦେଶକ ରେମୋ ଡି' ସୋଜା ଘରକୁ ଯିବାକୁ କହୁଛନ୍ତି । ମାତ୍ର ଷ୍ଟ୍ରିଟ ଡ୍ୟାନ୍ସରର କଳାକାରମାନେ ସେଟ ଛାଡିବାକୁ ରାଜି ନାହାଁନ୍ତି । ତେବେ ଆଗରୁ ମଧ୍ୟ ଉଭୟ ଶ୍ରଦ୍ଧା ଓ ବରୁଣ ଇନଷ୍ଟାଗ୍ରାମରେ ସେଟରୁ ଫଟୋ ସେୟାର କରିଛନ୍ତି ।

ତେବେ ଷ୍ଟ୍ରିଟ ଡ୍ୟାନ୍ସରର ପୁରା ଟିମ ଏବେ ଦୁବାଇରେ ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର 8ରେ ରିଲିଜ ହେବାକୁ ଥିଲା । ମାତ୍ର ପରେ ଏହାର ରିଲିଜ ତାରିଖକୁ 2020 ଜାନୁଆରୀ 24କୁ ପରିବର୍ତ୍ତନ କରାଯାଇଥିଲା ।

ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିବେ ଭୂଷଣ କୁମାର, ଲେଜଲି ଡି' ସୋଜା, କ୍ରିଷ୍ଣା କୁମାର । ଫିଲ୍ମରେ ବରୁଣ ଓ ଶ୍ରଦ୍ଧାଙ୍କ ସହ ନୋରା ଫତେହି, ଅପାରଶକ୍ତି ଖୁରାନା, ଶକ୍ତି ମୋହନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

Intro:Body:

dfdddh

Conclusion:
Last Updated : Jun 3, 2019, 2:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.