ETV Bharat / sitara

ଟ୍ରେଣ୍ଡ କରୁଛି ବାଦଶାହଙ୍କ 'ପାଗଲ' - video

ନୂଆ ରେକର୍ଡ ସୃଷ୍ଟି କଲା ନିକଟରେ ରିଲିଜ ହୋଇଥିବା ବାଦଶାହଙ୍କ ପାଗଲ ଗୀତ । ବାଦଶାହଙ୍କ ଜବରଦସ୍ତ ରାପ ପୁଣି ଦର୍ଶକଙ୍କ ମନ କଣିବାରେ ସଫଳ ହୋଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଦଶାହ
author img

By

Published : Jul 12, 2019, 7:35 PM IST

ମୁମ୍ବାଇ: ବଲିଉଡର ଦମଦାର ରାପର ଏବଂ ସିଙ୍ଗର ବାଦଶାହ ନିଜ ଗୀତ ଜରିଆରେ ସବୁବେଳେ କମାଲ ସୃଷ୍ଟି କରିଥାଆନ୍ତି । ଏମିତି ହି କିଛି ଧମାଲ ବାଦଶାହ ନିଜ ନୂଆ ଗୀତ ପାଗଲ ଜରିଆରେ କରିଛନ୍ତି । ନିକଟରେ ଆସିଥିବା ବାଦଶାହଙ୍କ ଗୀତ ପାଗଲ କେବଳ ସୋସିଆଲ ମିଡିଆରେ ଧମାଲ ସୃଷ୍ଟି କରିନାହିଁ ବରଂ ବିଶ୍ବ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି ।

  • " class="align-text-top noRightClick twitterSection" data="">

ବାଦଶାହଙ୍କ ଏହି ଗୀତଟି ରିଲିଜ ହେବାର ମାତ୍ର 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକଥର ଦେଖାଯାଇଥିବା ଗୀତ ହୋଇସାରିଛି । ୟୁଟ୍ୟୁବରେ ରିଲିଜ ହୋଇଥିବା ଏହି ଗୀତକୁ ଏଯାବତ 8 କୋଟି 1 ଲକ୍ଷରୁ ଅଧିକ ଥର ଦେଖାସରିଲାଣି । ଏହାସହ ବାଦଶାହଙ୍କ ଗୀତ ସାଉଥ କୋରିୟାନ ବ୍ୟାଣ୍ଡକୁ ପଛରେ ପକାଇ ଜବରଦସ୍ତ ଲୋକପ୍ରିୟାତା ହାସିଲ କରିବାରେ ସଫଳ ହୋଇଛି ।

ପାଗଲ ଗୀତ ଦ୍ବାରା ବିଶ୍ବ ରେକର୍ଡ ତିଆରି ହେବା ଖୁସି ବାଦଶାହ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଗୀତଟିକୁ ସେୟାର କରିଛନ୍ତି । ଗୀତ ରେକର୍ଡ ବିଷୟରେ ସୂଚନା ଦେଇ ବାଦଶାହ ଲେଖିଛନ୍ତି, "ଆମେ କରି ଦେଖାଇଲୁ । ପାଗଲ ପୁରା ବିଶ୍ବରେ 24 ଘଣ୍ଟାରେ ସବୁଠାରୁ ଅଧିକା ଦେଖାଯାଇଥିବା ମ୍ୟୁଜିକ ଭିଡିଓ ହୋଇସାରିଛି । ମୁ ଭାରତୀୟ ହେବାରେ ଗର୍ବିତ ।"

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.