ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ଓ ନିର୍ମାତା ଅନୁଭବ ସିହ୍ନା ପୁଣିଥରେ ହାତ ମିଶାଇଛନ୍ତି । ଏହି ଯୋଡି ଏଥର ନେଇକି ଫେରିବେ ଫିଲ୍ମ ‘ଅନେକ’ । ଯେଉଁଥିରେ ଆୟୁଷ୍ମାନଙ୍କ କୁଲ୍ ଅବତାର ଦେଖିବାକୁ ମିଳିବ । ଏହାର ଖୁଲାସା କରି ସେ ମଙ୍ଗଳବାର ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରିଛନ୍ତି । ଆଉ ତାଙ୍କ ସହ ନଜର ଆସୁଛନ୍ତି ଅନୁଭବ ।
-
Excited to be collaborating with Anubhav Sinha sir. Again. #ANEK.😃🙏🏼
— Ayushmann Khurrana (@ayushmannk) February 2, 2021 " class="align-text-top noRightClick twitterSection" data="
Here's presenting my look as Joshua produced by @anubhavsinha and #BhushanKumar @BenarasM @TSeries pic.twitter.com/PbhZc2hyxh
">Excited to be collaborating with Anubhav Sinha sir. Again. #ANEK.😃🙏🏼
— Ayushmann Khurrana (@ayushmannk) February 2, 2021
Here's presenting my look as Joshua produced by @anubhavsinha and #BhushanKumar @BenarasM @TSeries pic.twitter.com/PbhZc2hyxhExcited to be collaborating with Anubhav Sinha sir. Again. #ANEK.😃🙏🏼
— Ayushmann Khurrana (@ayushmannk) February 2, 2021
Here's presenting my look as Joshua produced by @anubhavsinha and #BhushanKumar @BenarasM @TSeries pic.twitter.com/PbhZc2hyxh
ସେ ଟ୍ବିଟରରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋରେ ସେ ଅନୁଭବଙ୍କ ସହ ଠିଆ ହୋଇ ହାତରେ ସୁଟିଂ ବୋର୍ଡ ଧରିଥିବାବେଳେ ଅନ୍ୟପଟରେ ସେ ଗାଡିରେ ବସିଥିବାର ନଜର ଆସୁଛନ୍ତି । ତାଙ୍କ ଏହି ନୂଆ ଅବତାରରେ ସେ ଖୁବ୍ ହ୍ୟାଣ୍ଡସମ ମଧ୍ୟ ଦେଖାଯାଉଛନ୍ତି ।
ସେହିପରି ସେ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ମୁଁ ପୁଣିଥରେ ଅନୁଭବ ସାର୍ଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ । ଦେଖନ୍ତୁ ମୋ ନୂଆ ଲୁକ୍ ଜୋସୁଆ । ଯାହାର ପ୍ରଯୋଜନା କରୁଛନ୍ତି ଅନୁଭବଙ୍କ ସହ ଭୂଷଣ କୁମାର ।’