ETV Bharat / sitara

ବିକିନି ପିନ୍ଧି ରିପଡ୍ ଜିନ୍ସ ପ୍ରସଙ୍ଗରେ କହିଲେ ତାହିରା

ଭାଇରାଲ ହେଲା ତାହିରାଙ୍କ ବିକିନି ଭିଡିଓ କ୍ଲିପ୍ । ଏହାକୁ ସେୟାର କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନରେ ଜବାବ ରଖିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାହିରା କଶ୍ୟପ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାହିରା କଶ୍ୟପ
author img

By

Published : Mar 22, 2021, 8:41 AM IST

ମୁମ୍ବାଇ: କିଛି ଦିନରୁ ଦେଶର ବଡ ପ୍ରସଙ୍ଗ ସାଜିଛି ରିପଡ୍ ଜିନ୍ସ । ଯାହାର କାରଣ ହେଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ଯିଏ ନିଜ ବୟାନରେ ଝିଅଙ୍କ ରିପଡ୍ ଜିନ୍ସ ପିନ୍ଧିବାକୁ ପ୍ରତିବାଦ କରିଥିଲେ । ତାଙ୍କ ଏପରି ଚିନ୍ତାଧାରାକୁ ଟାର୍ଗେଟ କରି ଅନେକ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କୁ ଜବାବ ଦେଉଥିବାର ନଜର ଆସୁଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତଥା ଫେମସ ଲେଖିକା ତାହିରା କଶ୍ୟପ । ଏହି ବିବାଦ ଉପରେ ସେ ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ସେ ନିଜର ଏକ ଭିଡିଓ କ୍ଲପି୍ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ବିକିନି ପିନ୍ଧିଥିବାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଯାହା ହେଉ ମୁଁ ରିପଡ୍ ଜିନ୍ସ ପିନ୍ଧିନାହିଁ ।’ ସେପଟେ ତାହିରାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ କମେଣ୍ଟ କରିବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ତାହିରାଙ୍କ ପୂର୍ବରୁ ଅଦନାନ ସାମୀ, ନବ୍ୟା ନବେଲି ନନ୍ଦା, ଜୟ ବଚ୍ଚନ ଓ ଚିତ୍ରାଂଶି ରାୱତ ଭଳି ସେଲିବ୍ରିଟି ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.