ETV Bharat / sitara

ସାଉଥ ସିନେ ବଜାରରେ ଆୟୁଷ୍ମାନଙ୍କ 5 ସୁପରହିଟ୍ ଫିଲ୍ମ - ଅନ୍ଧାଧୁନ ତେଲୁଗୁ ରିମେକ

ଏଥର ସାଉଥ ସିନେ ଇଣ୍ଡଷ୍ଟ୍ରିରେ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମର ଯାଦୁ । କାରଣ ସାଉଥ ମେକର୍ସ ତାଙ୍କର 5ଟି ଫିଲ୍ମର ସାଉଥ ରିମେକ କରିବାକୁ ନେଇ ଚର୍ଚ୍ଚା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
author img

By

Published : May 27, 2020, 3:34 PM IST

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟରେ ଦୀର୍ଘ ବର୍ଷରୁ ଭଲ ସମ୍ପର୍କ ରହିଆସୁଛି। ସାଉଥର ଅନେକ ଫିଲ୍ମ ହିନ୍ଦୀରେ ନିର୍ମାଣ ହେଉଥିବା ବେଳେ ବଲିଉଡର ଅନେକ ଫିଲ୍ମର ରିମେକ ସେଠାରେ ମଧ୍ୟ ଦେଖିବାକୁ ମିଳୁଛି। ଏହି କ୍ରମରେ ସାମିଲ ଅଛି ‘ଲଗେ ରହୋ ମୁନ୍ନା ଭାଇ’, ‘ବଣ୍ଟି ଔର ବବଲି’, ‘ଜବ ୱି ମେଟ’ ଭଳି ଫିଲ୍ମ ସାଉଥରେ ରିମେକ ହୋଇସାରିଛି।

ସେହିପରି ‘ଦୃଷ୍ୟମ’ ଓ ‘ଅର୍ଜୁନ ରେଡ୍ଡୀ’ ଫିଲ୍ମର ହିନ୍ଦୀ ରିମେକ ହୋଇ ବ୍ଲକବଷ୍ଟର ମଧ୍ୟ ସାଜିଛି। ଇତିମଧ୍ୟରେ ଆୟୁଷ୍ମାନ ଖୁରାନାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ପୂର୍ବରୁ ଚର୍ଚ୍ଚା ଧରିଥିଲା ଯେ ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଅନ୍ଧାଧୁନ’ ତେଲୁଗୁରେ ରିମେକ ହେଉଥିବାର।

ଆଉ ଏବେ ତାଙ୍କର 4ଟି ଫିଲ୍ମ ସାଉଥରେ ରିମେକ ହେବାକୁ ଯାଉଛି । ତାଙ୍କ ଏହି 4ଟି ସୁପରିହଟ ଫିଲ୍ମ ଏବେ ସାଉଥ ଦର୍ଶକ ନିଜ ଭାଷାରେ ଦେଖିବେ।

ପ୍ରକାଶ ଥାଉକି ‘ଅନ୍ଧାଧୁନ’ ତେଲୁଗୁ ଓ ତାମିଲରେ ନିର୍ମାଣ ହେଉଛି । ସେହିପରି ‘ଡ୍ରିମ ଗାର୍ଲ’ ତେଲୁଗୁ, ‘ବିକ୍କୀ ଡୋନର’ ତାମିଲ, ‘ବଧାଇ ହୋ’ ତେଲୁଗୁ ଓ ‘ଆର୍ଟିକଲ’ 15କୁ ତାମିଲରେ ନିର୍ମାଣ କରିଯିବାର ଚର୍ଚ୍ଚା ଚାଲିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.