ETV Bharat / sitara

ଗୀତ ଗାଇ ବୟଫ୍ରେଣ୍ଡଙ୍କୁ ଇମ୍ପ୍ରେସ କଲେ ଆୟୁଷ୍ମାନ

author img

By

Published : Feb 4, 2020, 8:08 PM IST

ରିଲିଜ ହେଲା ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ନୂଆ ଗୀତ ‘ମେରେ ଲିଏ ତୁମ କାଫି ହୋ’। ଶାନଦାର କଣ୍ଠରେ ଗୀତ ଗାଇଲେ ଆୟୁଷ୍ମାନ ଖୁରାନା । ଫିଲ୍ମରେ ସମଲିଙ୍ଗୀ ଅବତାରରେ ଆସିବେ ନଜର ।

shubh mangal zyaada saavdhan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଦମଦାର ଅଭିନେତା ହେବା ସହ ଶାନଦାର ଗାୟକ ମଧ୍ୟ । ତାଙ୍କ ଅଭିନୟର ଯେତେ ଦିୱାନା ତାଙ୍କ ସଙ୍ଗୀତର ମଧ୍ୟ ସେତିକି । ସେ ନିଜ ଅଭିନୀତ ଅନେକ ଫିଲ୍ମରେ ଗୀତ ଗାଇ ଲୋକପ୍ରିୟ ହୋଇ ସାରିଛନ୍ତି । ତାଙ୍କ ଫେମସ ଗୀତ ‘ପାନି ଦା ରଙ୍ଗ’, ‘ନଜମ-ନଜମ’ ପରେ ଆୟୁଷ୍ମାନ ନିଜ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ପାଇଁ ‘ମେରେ ଲିଏ ତୁମ କାଫି ହୋ’ ଗୀତ ଗାଇ ଚର୍ଚ୍ଚାରେ ଆସିଛନ୍ତି । ଯାହା ମଙ୍ଗଳବାର ରିଲିଜ ହୋଇଯାଇଛି ।

ଏହି ଗୀତରେ ଆୟୁଷ୍ମାନ ଷ୍ଟୁଡିଓରେ ଗୀତ ଗାଉଥିବାର ନଜର ଆସୁଛନ୍ତି । ଏହାସହ ନିଜ ବୟଫ୍ରେଣ୍ଡ ସହ ବିତାଇଥିବା ରୋମାଣ୍ଟିକ ମୂହୁର୍ତ୍ତକୁ ମନେ ପକାଉଛନ୍ତି । ଏହି ଗୀତର ଲିରିକ୍ସ ବାୟୁ ଲେଖିଥିବା ବେଳେ ମ୍ୟୁଜିକର ତଡକା ଲଗାଇଛନ୍ତି ତାନିଷ୍କ ବାଗଚୀ ।

  • " class="align-text-top noRightClick twitterSection" data="">

ଯଦି ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଫିଲ୍ମ ବିଷୟରେ କଥା ହେବା ତେବେ ଫିଲ୍ମରେ ଜଣେ ସମଲିଙ୍ଗୀ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ଆୟୁଷ୍ମାନ । ସମାଜିର ସମଲିଙ୍ଗୀ ପ୍ରସଙ୍ଗକୁ ନେଇ ଆଧାରିତ ଏହି ଫିଲ୍ମ । ଫିଲ୍ମରେ ତାଙ୍କ ସହ ନୀନା ଗୁପ୍ତା, ଗଜରାଜ ରାଓ, ମନୁ ଋଷି ଚଡ୍ଡା, ସୁନୀତା ରାଜୱର, ମାନବୀ ଗଗରୁ, ତ୍ରିପାଠୀ ପଙ୍ଖୁରୀ ଅବସ୍ଥୀ ଓ ନୀରଜ ସିଂ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ହିତେଶ କେବଲ୍ୟଙ୍କ ଦ୍ବାରା ନିର୍ଦ୍ଦେଶିତ । ସେହିପରି ଫିଲ୍ମର ପ୍ରଯୋଜନା ଆନନ୍ଦ ଏଲ ରାୟ, ଭୂଷଣ କୁମାର, କ୍ରିଷ୍ଣା କୁମାର ଓ ହିମାଂଶୁ ଶର୍ମା କରିଛନ୍ତି । ଫିଲ୍ମ ଏମାସ 21 ତାରିଖରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.