ETV Bharat / sitara

ଢାଗାଲା ଲାଗଲି ଗାଢାରେ ଭିଜିବେ ଗଜାନନ !

ରିଲିଜ ହେଲା ‘ଡ୍ରିମ ଗାର୍ଲ’ ଫିଲ୍ମର ଆଇଟମ ଗୀତ ‘ଢାଗାଲା ଲାଗଲି ଗାଢା ପାନି ଥିମ୍ ଥିମ୍ ଗାଢା’। ନୁସରତଙ୍କ ସହ ଆୟୁଷ୍ମାନ ଓ ରିତେଶଙ୍କ ମସ୍ତିଭରା ଡାନ୍ସ ଦେଖି ବାଃ ବାଃ କହିଲେ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ
author img

By

Published : Aug 27, 2019, 6:04 PM IST

Updated : Aug 27, 2019, 11:30 PM IST

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଓ ନୁସରତ ଭାରୁଚଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଡ୍ରିମ ଗାର୍ଲ’ ସେପ୍ଟେମ୍ବର 13ରେ ଦର୍ଶକଙ୍କୁ ହସାଇବା ପାଇଁ ପ୍ରସ୍ତୁତ । ଫିଲ୍ମରେ ଆୟୁଷ୍ମାନଙ୍କ ଭିନ୍ନ ଅବତାର ପ୍ରଥମଥର ଦେଖିବେ ଦର୍ଶକ । ଏଥର ଆୟୁଷ୍ମାନ ଝିଅ ହୋଇ ସମସ୍ତଙ୍କ ହୋସ ଉଡାଇବାକୁ ଯାଉଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ଟ୍ରାକ ‘ଦିଲ କା ଟେଲିଫୋନ’ ହିଟ୍ ସାବ୍ୟସ୍ତ ହୋଇଥିଲା । ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ଦମଦାର ଆଇଟମ ଗୀତ ‘ଢାଗାଲା ଲାଗଲି ଗାଢା ପାନି ଥିମ୍ ଥିମ୍ ଗାଢା’ ।

ସେପ୍ଟେମ୍ବର 2ରେ ଏବର୍ଷ ପୁରା ଦେଶ ଗଣେଶ ଚତୁର୍ଥୀ ଖୁବ୍ ଧୁମଧାମ ପାଳନ କରିବ । ତେଣୁ ଦେଶବାସୀଙ୍କ ଗଣେଶ ପୂଜାକୁ ଆହୁରି ଶାନଦାର କରିବା ପାଇଁ ‘ଡ୍ରିମ ଗାର୍ଲ’ ମେକର୍ସ ଫିଲ୍ମର ଏହି ଗୀତଟି ରିଲିଜ କରିଛନ୍ତି।

ସବୁଠାରୁ ମଜାଦାର କଥା ହେଲା କି ଆୟୁଷ୍ମାନ ଓ ନୁସରତଙ୍କ ଡାନ୍ସ ସହ ଦମଦାର ତଡକା ଲାଗଇଛନ୍ତି ଅଭିନେତା ରିତେଶ ଦେଶମୁଖ ।

  • " class="align-text-top noRightClick twitterSection" data="">

ଢାଗାଲା ଲାଗଲି ଗାଢା ଗୀତରେ ପ୍ରଥମେ ରିତେଶ ନଜର ଆସୁଛନ୍ତି, ଆଉ ଆୟୁଷ୍ମାନଙ୍କୁ ଏହା କହୁଛନ୍ତି କି ସବୁଥର ହିନ୍ଦୀ ଫିଲ୍ମ ପ୍ରୋମୋଶନ ଗୀତ ପଞ୍ଜାବିରେ ହୋଇଥିବାଏ ଏଥର କିନ୍ତୁ ମରାଠୀରେ କରିବା ।

ଏହି ଜବରଦସ୍ତ ଗୀତକୁ ମିଟ ବୋର୍ସ, ମିକା ସିଂ ଓ ଜୋତିକା ଟାଙ୍ଗରି ଗାଇଥିବା ବେଳେ ମ୍ୟୁଜିକ ମଧ୍ୟ ଦେଇଛନ୍ତି ମିଟ । ସେହିପରି ଗୀତର ଲିରିକ୍ସ ଲେଖିଛନ୍ତି କୁମାର ।

Intro:Body:

uu

Conclusion:
Last Updated : Aug 27, 2019, 11:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.